by Maitreyee Kamila ✓ · 9 Apr 2021
ତୋ କଅଁଳ ଓଠର ହସ ଭଗବାନ ସବୁଦିନ ଏମିତି ରଖିଥାନ୍ତୁ । ଏଥିରେ ଛଳନା କପଟ ନ ମିଶୁ । ଭିତର ମଣିଷ ପଣିଆଟା କେବେ ଗୋଳିଆ ନ ହେଉ ।
Loading comments…
Loading comments…