Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କଟାଘାଆ
6 storys
ସଂସାର
Sunanda Mohanty · 4 min read · 217 reads
ଝିଅ ମାଆର ମନ ବୁଝିବା ପରିବର୍ତ୍ତେ କଟା ଘାଆରେ ଚୂନ ଦେଇ କହୁଥାନ୍ତା ଏତେ ପଶୁ ଅନୁରକ୍ତି ପୂର୍ଣ୍ଣ କଥା, ଗଳ୍ପ ଗୀତ ଲେଖୁଛୁ ହେଲେ ଏମିତି ନିଷ୍ଠୁର ଆଚରଣ କେମିତି,
Others
ମା' ମନ
Sucharita Parida · 1 min read · 297 reads
ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ ।
Others
ଅଜାଗା ଘାଆ
Ashok Moharana · 4 min read · 178 reads
ଏଇ ରାଗିବନି....ଏଇଟା ମୋର ଗୋଟେ ରୋଗ....ଯେତେ ଡାକ୍ତର ଦେଖେଇଲେ ଭଲ ହେଉନି....ରାତିରେ ଦୁଇଥର ମୋର ମୁତିବା ରୋଗ ଅଛି ।
Comedy
ଯିଏ ଡରିଗଲା ସିଏ ମରିଗଲା
Dr Jharana Satapathy · 5 min read · 241 reads
ଯିଏ ଡରିଗଲା ସିଏ ମରିଗଲା
Horror
ଯନ୍ତ୍ରଣା ହିଁ ଜୀବନ
KRUTIBAS NAYAK · 3 min read · 339 reads
ଯନ୍ତ୍ରଣା ହିଁ ଜୀବନ
Inspirational
ବିବାହ ପରର ଝିଅ ଜୀବନ
Satyabati Swain · 5 min read · 356 reads
ଅତି ସରଳତା ବେଳେବେଳେ ବହୁତ କଷ୍ଟ ଦିଏ । ଅଜାଗା ଘାଆ ପରି ଦେଖାଇ ହୁଏନି, କି ଦେଖିବି...ବୋଝ ପରି ମାଡି ମାଡି ପଡେ ଜୀଇଁବା ।
Tragedy