English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଟାମୁଣ୍ଡ
37 storys
ଯିଏ ଡରିଗଲା ସିଏ ମରିଗଲା
Dr Jharana Satapathy · 5 min read · 241 reads
ଯିଏ ଡରିଗଲା ସିଏ ମରିଗଲା
Horror
ମା' ମନ
Sucharita Parida · 1 min read · 297 reads
ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ ।
Others
ବିବର୍ଣ୍ଣ ପୃଥିବୀ
Kamala Satpathy · 13 min read · 7.5K reads
କିଛିଟା ସ୍ବପ୍ନ ଭାଙ୍ଗିଦିଏ ପରିସ୍ଥିତି, ଆଉ କିଛିଟା ଭାଙ୍ଗିଦିଏ ନିଜର ବୟଃପ୍ରାପ୍ତି, ଆଉ କିଛିଟା ମନକୁ ମନ ଭାଙ୍ଗିଯାଏ ସବୁକିଛିର ସମ୍ମିଶ୍ରଣରେ ।
Romance
ଆକବର ବିରବଲ - ୫୪
ଓଡିଆ ଶିଶୁ ଗପ · 2 min read · 7.4K reads
ମୁଁ ସମ୍ରାଟ୍ ଆକବରଙ୍କ ଦରବାରରେ ନବରତ୍ନଙ୍କ ମଧ୍ୟରୁ ଜଣେ ପଣ୍ଡିତ । ମୋର ନାମ ବିରବଲ ।
Children
ଆକବର ବିରବଲ - ୭୫
ଓଡିଆ ଶିଶୁ ଗପ · 2 min read · 7.4K reads
ମୁଁ ମୋର ପୂର୍ବସ୍ତ୍ରୀର ପୁଅ ହୋଇଥିବାର ସୁଖରେ ଏବେ ସ୍ଥିର କରି ସାରିଛି ମିଠା ବାଂଟିବି ।
Children
ଆକବର ବିରବଲ - ୭୬
ଓଡିଆ ଶିଶୁ ଗପ · 3 min read · 7.2K reads
ଲୋକଟା ମୁଣ୍ଡ ଉପରେ ଶକତ କରି ଗୋଚ୍ଛାଏ ଘାସକୁ ବାନ୍ଧି ମୁଣ୍ଡରେ ମୁଣ୍ଡାଇଛି । ତା’ପରେ ସେ ଘୋଡା ଉପରେ ବସି ଘୋଡାକୁ ଶୀଘ୍ର ଦଉଡିବାର ଲାଗି ବାଡୋଉଛି
Children
Loading…
Next page →