Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କଟା
4 storys
ମା' ମନ
Sucharita Parida · 1 min read · 297 reads
ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ ।
Others
ଯିଏ ଡରିଗଲା ସିଏ ମରିଗଲା
Dr Jharana Satapathy · 5 min read · 241 reads
ଯିଏ ଡରିଗଲା ସିଏ ମରିଗଲା
Horror
ସଂସାର
Sunanda Mohanty · 4 min read · 217 reads
ଝିଅ ମାଆର ମନ ବୁଝିବା ପରିବର୍ତ୍ତେ କଟା ଘାଆରେ ଚୂନ ଦେଇ କହୁଥାନ୍ତା ଏତେ ପଶୁ ଅନୁରକ୍ତି ପୂର୍ଣ୍ଣ କଥା, ଗଳ୍ପ ଗୀତ ଲେଖୁଛୁ ହେଲେ ଏମିତି ନିଷ୍ଠୁର ଆଚରଣ କେମିତି,
Others
ଯନ୍ତ୍ରଣା ହିଁ ଜୀବନ
KRUTIBAS NAYAK · 3 min read · 339 reads
ଯନ୍ତ୍ରଣା ହିଁ ଜୀବନ
Inspirational