English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଲ୍ୟାଣୀଦେବୀ
128 storys
ସେ କାଳ ପଖାଳ
Satyabati Swain · 4 min read · 410 reads
ଏବେ ବୁଢା ବୁଢ଼ୀ ବୋଝ।ପଇସା ଦେବାକୁ ପ୍ରସ୍ତୁତ,କିନ୍ତୁ ସେବା,ଶ୍ରମ,ଯତ୍ନ କି ଭଲ ପାଇବା ଦେଇ ହେଉନି।ଧ୍ୱଂସ ସାମାଜିକତା,ସଂସ୍କାର।ବିପର୍ଯ୍ୟସ୍ତ ଜୀବନ ଓ ଜୀଇଁବା।ସଂକୀର୍ଣ୍ଣ ସ୍ୱାର୍ଥ ମଣିଷ ଠାରୁ ମଣିଷ ପଣିଆଁ ଛଡେଇ ନେଇଛି।ଏବେ ସମ୍ପର୍କର ସଂଜ୍ଞା ଭିନ୍ନ।ଅନ୍ତଃସାର ଶୁନ୍ୟ ସମ୍ପର୍କ।ସେ କାଳ ପଖାଳ ନାଇଁ ରେ ଧନ।ନାହିଁ ସେଦିନର ସଂପର୍କ ର ମିଠା ମିଠା ଦରଜ।
Others
ଡାକ୍ତର ବାବୁଙ୍କ ପେଳେହି ପାଣି
Panchanan Jena · 14 min read · 529 reads
ଦିଅରଙ୍କ ଗୁରୁଗମ୍ଭୀର ରୋକଠୋକ କଥାଶବ୍ଦ ଶୁଣି କଲ୍ୟାଣୀଦେବୀ ବିଚଳିତ ହୋଇପଡିଲେ । ଶୋଇଥିବା ଅବସ୍ଥାରୁ ସହସା ଉଠିବସିଲେ,
Comedy
ଅକିଞ୍ଚନ
Arati Sahoo · 7 min read · 14.4K reads
ଏହିଭଳି ଦୁଃଖରେ ଜର୍ଜରିତ ହୋଇ ବାପା ମଧ୍ୟ ତାକୁ ଓ ଶ୍ରାବଣୀକୁ ଭାଇ ଭାଉଜଙ୍କ ତାଚ୍ଛଲ୍ୟ ଓ ଅଣହେଳା ମଝିରେ ଛାଡି ଇହଲୀଳା ସମ୍ବରଣ କରନ୍ତି।
Inspirational
ଅପେକ୍ଷାରେ...
Jyotiranjan Sahu · 6 min read · 549 reads
ହଠାତ୍ କଲ୍ୟାଣୀଙ୍କୁ ହାତରେ ହଲାଇ ରାଜ୍ ପ୍ରଶ୍ନକଲେ " କଣ ହେଲା କଲ୍ୟାଣୀ ? ତୁମେ କାନ୍ଦୁଛ କାହିଁକି ? ତୁମେ କଣ ଆଦିତ୍ୟକୁ ଜାଣିଛ " ?
Tragedy
ଅପେକ୍ଷାରେ
Jyotiranjan Sahu · 6 min read · 419 reads
କଲ୍ୟାଣୀଙ୍କ ସେହି ନିଦୁଆ ଆଖି ଉପରେ ପଡିଥିବା କେଇକେରା କେଶରାଶିକୁ ହାତରେ ସାଉଁଳି ଦେଇ ରାଜ୍ ତାଙ୍କୁ ଧିରେ ଶୁଆଇଦେଲେ ଲୋୟର ବାର୍ଥରେ ଆଉ ନିଜେ ଝରକା ପାଖରୁ ଚାହିଁ ରହିଥିଲେ ଟ୍ରେନ ବାହାରର ଅନ୍ଧାର ଦୁନିଆଁଟାକୁ ।
Tragedy
ପଞ୍ଚୁକ ଓ ହବିଷିଆଳି
Aravinda Das · 3 min read · 551 reads
-ଆସନ୍ତା ଜନ୍ମରେ ବୈଧବ୍ୟ ଯନ୍ତ୍ରଣା ନମିଳୁ ଓ ପୁଣ୍ୟ କମାଇବା ପାଇଁ ଏ ବ୍ରତ କରନ୍ତି ସମସ୍ତେ।"
Inspirational
Loading…
Next page →