Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗୋଡ଼
7 storys
ଲୌହଦାନବର ରକ୍ତଭୋଜି
Kumar Mrutyunjay · 2 min read · 543 reads
ହଠାତ କୁନା ହାତରୁ ବେଲୁନ ଉଡି ପଡିଗଲା. ପବନରେ ଉଡିଉଡି ରେଳଧାରଣା ଉପରେ. କୁନା ହାତ ଛାଡି ଦୌଡ଼ିଯିବାକୁ ଉଦ୍ୟତ ହୁଅନ୍ତେ, ବିଶୁଆ କୁନିକୁ କହିଲା,"ଆରେ ଧ ତା' ହାତ ମୁଁ ଯାଉଚି ଆଣିବାକୁ".
Tragedy
ମହାମାରୀ
Satyabati Swain · 5 min read · 182 reads
ଷ୍ଟାଣ୍ଡ ଭର୍ତ୍ତି ଚପଲ କିନ୍ତୁ ପିନ୍ଧିବାକୁ ଗୋଡ଼ ନାହିଁ ।
Tragedy
ବର୍ଷା
Satyabati Swain · 4 min read · 219 reads
ତୁମର ଗୋଡ଼ ନାହିଁ,କିନ୍ତୁ ହାତ ଅଛି, ମୁଣ୍ଡ ଅଛି ନା । ତୁମ ହାତ ଓ ମୋ ଗୋଡ଼ ମିଶି ଗଲେ ଆମେ ଏ ଦୁନିଆଁରେ ଚାଲିପାରିବା ନାହିଁ !
Tragedy
ସମୟ ପଶାପାଲିରେ ଜୀବନ
jyotsna mayee panda · 3 min read · 225 reads
ଆମ ଗୋଡ଼ ନ ଚାଲିଲେ ଆମ ତୁଣ୍ଡ ବନ୍ଦ ହୋଇଯିବ ଲୋ l ଆମେ ପରା ଖଟିଖିଆ କେତେ ଦିନ ଆଉ ବସି ରହିବି l ତା ଛଡା କାଲି ସାବିତ୍ରୀ l ତୁ କେମିତି କରିବୁ l
Tragedy
ଟୋପାଏ ସିନ୍ଦୂର ଦି ଟୋପା ଲୁହ
Sunanda Mohanty · 2 min read · 291 reads
ମୁରୁକି ହସୁଥିଲେ ଶ୍ରଦ୍ଧା, ଗଡିପଡୁଥିଲା ଦୁଇ ଟୋପା ଲୁହ ତାଙ୍କ ଆଖିରୁ, ଶଙ୍ଖା ସିନ୍ଦୂରର ମର୍ଯ୍ୟାଦା ଭୁଲିନଥିବା ସ୍ତ୍ରୀଙ୍କୁ ପାଇ ଅମୀୟ ଶାନ୍ତିରେ ଫେରିଥିଲେ ଅଫିସ ଆଉ ସେଦିନ ଅଫିସରେ ପହଂଚି ବିଷ୍ଣୁବାବୁଙ୍କ ଗୋଡ଼ ଛୁଇଁବାକୁ ଭୁଲିନଥିଲେ l
Inspirational
ମାଇଟୋକଣ୍ଡ୍ରିଆ
Shyama Parna · 3 min read · 191 reads
ଲୁସି ଅପା ମୁଁ ଉଠି ପାରୁନି ମୁଁ ତାକୁ ଠିଆ କରେଇ କହିଲି ଗୋଡ଼ଟାକୁ ଛାଟି ଦେ ସେମିତି ହୁଏ ବେଳେ ବେଳେ,ତଥାପି ଚାଲି ପାରିଲାନି ଅଙ୍କିତା ।
Tragedy
Loading…
Next page →