by Sunanda Mohanty ✓ · 29 Nov 2021
ମୁରୁକି ହସୁଥିଲେ ଶ୍ରଦ୍ଧା, ଗଡିପଡୁଥିଲା ଦୁଇ ଟୋପା ଲୁହ ତାଙ୍କ ଆଖିରୁ, ଶଙ୍ଖା ସିନ୍ଦୂରର ମର୍ଯ୍ୟାଦା ଭୁଲିନଥିବା ସ୍ତ୍ରୀଙ୍କୁ ପାଇ ଅମୀୟ ଶାନ୍ତିରେ ଫେରିଥିଲେ ଅଫିସ ଆଉ ସେଦିନ ଅଫିସରେ ପହଂଚି ବିଷ୍ଣୁବାବୁଙ୍କ ଗୋଡ଼ ଛୁଇଁବାକୁ ଭୁଲିନଥିଲେ l
Loading comments…
Loading comments…