Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗୋଧୂଳି
4 storys
ଭାଇ
Satyaprakash Sethy, M. A(UGC NET) · 7 min read · 284 reads
ଆଉ ସେ ପଛକୁ ଫେରି ଚାହିଁଲେ ନାହିଁ । ଏଥର ଚାଲିଲେ ଦୂରକୁ ଦୂରକୁ । ବହଳ ଅନ୍ଧକାରର ପେଟ ଭିତରେ ସେ ମିଳେଇ ଗଲେ ।
Inspirational
ନୀରବ ପ୍ରେମର ଆତ୍ମହତ୍ୟା
Gangotri Priyadarshini · 4 min read · 226 reads
ଏ ଅସ୍ତରାଗର ଗୋଧୂଳି ମୋତେ ସେବେଠୁଁ କଷ୍ଟ ଦେଉଛି, ମୁଁ ପ୍ରତ୍ୟେକ ମୁହୂର୍ତ୍ତ ତୁମ ସ୍ମୃତିରେ ବଞ୍ଚୁଛି ଶାନ୍ତନୁ । ସାରା ଜୀବନ ତୁମକୁ ଅପେକ୍ଷା କରିବା କଣ ମୋର ଭବିତବ୍ୟ ????
Tragedy
କଣ୍ଢେଇ
Padmalaya Padhy · 5 min read · 274 reads
ମୁଁ ପ୍ରଶଂସା ପଛରେ ଗୋଡ଼ାଏ ନାହିଁ l ମୋର ଉଦ୍ଦେଶ୍ୟ ଅନ୍ୟ ପ୍ରକାର l ମୋର ବୋହୂ ଆସିଲେ ତା ଶାଶୁ ଘରେ ଗୋଟିଏ ସୁସ୍ଥ ପରମ୍ପରା ଦେଖିବ l ନା ମୋର କୌଣସି ଅପୂର୍ଣ୍ଣ ଇଚ୍ଛା ଥିବ ନା ମୋର ବୋହୂକୁ ସେସବୁ କରିବା ଦେଖିଲେ ମୋ ମନରେ ଈର୍ଷା ହେବ l
Inspirational
ବୟସର ଅପରାହ୍ନ
Manas Nayak · 8 min read · 508 reads
କୋହ ଓ ଗ୍ଲାନିରେ ମ୍ରିୟମାଣ ହୋଇ ସରୋଜ୍ ଧାଇଁ ଗଲେ ବାପାଙ୍କ ପାଖକୁ ତାଙ୍କ ହାତ ସ୍ପର୍ଶରେ ଆଖି ପତା ଚିରଦିନ ପାଇଁ ବନ୍ଦ ହୋଇଗଲା ରଙ୍ଗାଧର ବାବୁଙ୍କର।
Tragedy