by Padmalaya Padhy ✓ · 13 Dec 2021
ମୁଁ ପ୍ରଶଂସା ପଛରେ ଗୋଡ଼ାଏ ନାହିଁ l ମୋର ଉଦ୍ଦେଶ୍ୟ ଅନ୍ୟ ପ୍ରକାର l ମୋର ବୋହୂ ଆସିଲେ ତା ଶାଶୁ ଘରେ ଗୋଟିଏ ସୁସ୍ଥ ପରମ୍ପରା ଦେଖିବ l ନା ମୋର କୌଣସି ଅପୂର୍ଣ୍ଣ ଇଚ୍ଛା ଥିବ ନା ମୋର ବୋହୂକୁ ସେସବୁ କରିବା ଦେଖିଲେ ମୋ ମନରେ ଈର୍ଷା ହେବ l
Loading comments…
Loading comments…