Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଗୌରୀ
10 storys
ଜହ୍ନମାମୁଁ -186
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.7K reads
ଗୌରୀ କହିଲା “କଥା କ’ଣ କି, ମୋ ସ୍ୱାମୀ ସୁନାମୋହର ଭରା କଳସ ପାଇଛନ୍ତି ଅଥଚ ସେ ମୋ ପାଇଁ ଶାଢୀ ଅଳଙ୍କାର କିଣି ଦେଉ ନାହାଁନ୍ତି – କିନ୍ତୁ ତମେ .....
Children
ଗୌରୀ
Laxman Kumar Behera · 6 min read · 433 reads
ଆପୋଲୋ ହସପିଟାଲ୍ ର ଡାକ୍ତର ହୃଷିକେଶ ମିଶ୍ର ସୌରଭର ଅବସ୍ଥା ଦେଖି ତା'କୁ ଅନେକ ଗାଳି କରି କହିଲେ, ଆଜି ତୁମର କିଛି ହେଇଗଲେ ତମ ପରିବାରର ଅବସ୍ଥା କ'ଣ ହେବ ? ଥରେ କେବେ ଭାବିଛ ? ଗାଡି ଚଳାଉଛ ମନା ନାହିଁ । ତା' ବୋଲି ମଦ ପିଇ, ଅଶିନିଦ୍ରା ଥାଇ, ଟ୍ରାଫିକ୍ ନିୟମ ନ ମାନି, ଆଗ ପଛ - ବାମ ଡାହାଣ କିଛି ନ ଦେଖି ଦ୍ରୁତ ବେଗରେ ଗାଡି ଚଳାଇବ ? ତୁମ ପରି ଫାଲତୁ ପିଲାମାନଙ୍କ ପାଇଁ ଆଜି ଅନ୍ଯର ପରିବାର ବିନା କାରଣରେ ଦୁର୍ଘଟଣାର ଶୀକାର ହୋଇ ଯନ୍ତ୍ରଣାରେ ମାସ ମାସ, ବର୍ଷ ବର୍ଷ ଧରି ଛଟପଟ ହେଉଛନ୍ତି ।
Others
ଭିନ ଏକ ପ୍ରେମ କାହାଣୀ
Rama Chandra Padhi · 9 min read · 396 reads
ଆଉ କେଦାର ଗୌରୀ ନିଜ ସ୍ୱପ୍ନର ଘର ଆଗରେ ଥିବା ଫୁଲ ବଗିଚାରେ ପଡିଥିବା ବେଞ୍ଚ ଉପରେ ବସି, ହାତରେ ହାତ ରଖି, ପ୍ରେମରେ ଛନ୍ଦି ହୋଇ ହଜି ଯାଇଥିଲେ ଅତୀତର ସ୍ମୃତିରେ।
Inspirational
ଯାହାର ମନ ଯେଡେ
Pramod Kumar Jena · 2 min read · 303 reads
ହଠାତ୍ ଗୋଟିଏ କାର୍ ଆସି ଦୁହିଁଙ୍କ ସାମ୍ନାରେ ଠିଆ ହେଲା । ଗାଡିକୁ ଦେଖୁ ଦେଖୁ ଜାଣିଲା ବାସନ୍ତୀ ଏଇଟା ତ ବାବୁଙ୍କର ଗାଡି ।
Drama
କରୋନା ଯୋଦ୍ଧା ଗୌରୀ ମାଉସୀ
DAMBURUDHARA BEHERA · 5 min read · 12.3K reads
ଭାଗ୍ୟର ନିଷ୍ଠୁର ଇଙ୍ଗିତ ପାଖରେ ମଣିଷ ସବୁ ସମୟରେ ସବୁ କାଳେ ପରାଜୟ ବରଣ କଲା ଭଳି ଗୌରୀ ତା' ଜୀବନରେ ହାରି ଗଲେ।
Tragedy
ନୀଳ ପରୀ
Jagabandhu Nayak · 3 min read · 628 reads
ଏବେବି ନୀଳକୋଠିର ଅମନ ମହାପାତ୍ର ଅପଲକ ନୟନରେ ଚାହିଁ ବସିଛନ୍ତି ନିଶ୍ଚୟ ଫେରିବ କହି କଥା ଦେଇଥିବା ସେହି ନୀଳପରୀର ଫେରିବା ବାଟକୁ |
Romance
Loading…
Next page →