ଆପୋଲୋ ହସପିଟାଲ୍ ର ଡାକ୍ତର ହୃଷିକେଶ ମିଶ୍ର ସୌରଭର ଅବସ୍ଥା ଦେଖି ତା'କୁ ଅନେକ ଗାଳି କରି କହିଲେ, ଆଜି ତୁମର କିଛି ହେଇଗଲେ ତମ ପରିବାରର ଅବସ୍ଥା କ'ଣ ହେବ ? ଥରେ କେବେ ଭାବିଛ ? ଗାଡି ଚଳାଉଛ ମନା ନାହିଁ । ତା' ବୋଲି ମଦ ପିଇ, ଅଶିନିଦ୍ରା ଥାଇ, ଟ୍ରାଫିକ୍ ନିୟମ ନ ମାନି, ଆଗ ପଛ - ବାମ ଡାହାଣ କିଛି ନ ଦେଖି ଦ୍ରୁତ ବେଗରେ ଗାଡି ଚଳାଇବ ? ତୁମ ପରି ଫାଲତୁ ପିଲାମାନଙ୍କ ପାଇଁ ଆଜି ଅନ୍ଯର ପରିବାର ବିନା କାରଣରେ ଦୁର୍ଘଟଣାର ଶୀକାର ହୋଇ ଯନ୍ତ୍ରଣାରେ ମାସ ମାସ, ବର୍ଷ ବର୍ଷ ଧରି ଛଟପଟ ହେଉଛନ୍ତି ।
Loading comments…