Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
#ଘର
236 storys
ମାଗଣା ପରିବା
ଓଡ଼ିଆ ଗଳ୍ପ ଓ କବିତା - ୨ · 2 min read · 7.6K reads
ମୋ ଆଖିରେ କିନ୍ତୁ ନାଚିଯାଉଥିଲା, ସେ ଛୋଟି ପରିବାବାଲି ଆହାର କେନ୍ଦ୍ରର ଧାଡ଼ିରେ ଠିଆ ହୋଇ ଖାଇବା ପାଇଁ ଜଗି ରହିଥିବା ବେଳର ଭୋକାତୁର ମୁହଁ...
Others
ଦୁହିତା ଦୁଲଣି
Pallabi Das · 4 min read · 1.6K reads
ବେଳେ ବେଳେ ଭାବୁଛି ସବୁ ଭାବନାକୁ ଶ୍ରଦ୍ଧାଞ୍ଜଳି ଦେଇ ମାଆ କଥା ମାନି ଯିବାକୁ କିନ୍ତୁ ଠିକ୍ ସମୟରେ ବାପା ତା'ର, ତାକୁ ଦୁର୍ବଳ ହବାକୁ ଦଉନାହାନ୍ତି |
Inspirational
ନୂଆ ଘର ନୂଆ ଅନୁଭୁତି
T.Durga Prasad Rao · 7 min read · 540 reads
ସେଦିନ ରାଓବାବୁ ଚୌକି ପକାଇ ବାହାରେ ବସିଛନ୍ତି ଦେଖିଲେ ବଗିଚାର ଗୋଟିଏ କୋଣରେ କିଛି ମାଟି ହାଲୁକା ହୋଇ ଠୁଳ ହୋଇଛି ଆଉ ସେ ସ୍ଥାନଟା ଉଚ୍ଚା ଦିଶୁଛି।
Others
ଚିନା ମା'
Shaktiprava Mishra · 4 min read · 460 reads
ଅପା, ଭୋକର ଏଇ ଅଗ୍ନିକୁଣ୍ଡ ଭିତରକୁ ଯାହା ଯିବ କେବଳ ଜଳି ପୋଡି ପାଉଁଶ ହେବା ସାର । ତା’ ଠୁ ତ ଢେର ଭଲ ଅନ୍ତତଃ ଏ ଟଙ୍କା କେଉଁ ଗରିବ ବ୍ୟକ୍ତିର ଆବଶ୍ୟକତା ବେଳେ ତ କାମରେ ଲାଗିଲା ।
Others
ଲୁହ
Reeta aparajeeta Mohanty · 1 min read · 614 reads
ବାପା ଆଖିର ମଣି କରି ରଖିଥିଲେ ।ବୋଉର ପରୀ ଥିଲା ସେ ।ଭାଇ ପାଇଁ ଡ଼ଲ ପରି।
Tragedy
ମିଠୁ
Ranjit pal · 1 min read · 353 reads
ଆଉ ସେଇଥିପାଇଁ, ସାରାଦିନ ତା କଅଁଳ ପାଦରେ ବିଭିନ୍ନ ମଣ୍ଡପ ବୁଲି ଝାଳନାଳ ହୋଇ ସନ୍ଧ୍ୟା ଶେଷକୁ ମିଠୁ ହଜାରେ ଟଙ୍କା ରୋଜଗାର କରିଛି । କାରଣ ସେ ଜାଣିଛି ଆଜି ତା ଦେହର ଝାଳ ପିଉଥିବା ଏ ମଇଳା ସାର୍ଟଟା କାଲି ସକାଳକୁ...
Inspirational
Loading…
Next page →