by Shaktiprava Mishra ✓ · 23 Sept 2019
ଅପା, ଭୋକର ଏଇ ଅଗ୍ନିକୁଣ୍ଡ ଭିତରକୁ ଯାହା ଯିବ କେବଳ ଜଳି ପୋଡି ପାଉଁଶ ହେବା ସାର । ତା’ ଠୁ ତ ଢେର ଭଲ ଅନ୍ତତଃ ଏ ଟଙ୍କା କେଉଁ ଗରିବ ବ୍ୟକ୍ତିର ଆବଶ୍ୟକତା ବେଳେ ତ କାମରେ ଲାଗିଲା ।
Loading comments…
Loading comments…