English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଘୋଡାଟାପୁ
14 storys
ଚୁପ୍ .....ଦେଖ କିଏ ଆସୁଛି !
Arabinda Acharya · 10 min read · 7.2K reads
ସେ ଦୋକାନୀର ହାତକୁ ଦେଖି ଏ ଲୋକଟାର ଆଖି ଖୋସି ହେଇଗଲା | ସେ ହାତଟାରେ ପାପୁଲି ନଥିଲା .....ଥିଲା ଘୋଡା ଟାପୁ !
Horror
ମୋର ସବୁ ସରିଯାଇଛିରେ ଧନିଆଁ
Narayan chandra Senapati · 3 min read · 251 reads
ଗୋବିନ୍ଦ ଗାଁ ମୁଣ୍ଡରୁ ଶୁଣିଲା ଝଡ଼ ତୋଫାନ ମାଡ଼ିଆସୁଛି । ଘଣ୍ଟାକୁ ୨୬୦କିମି ବେଗରେ ପବନ ବହିବ,୪୮ଘଣ୍ଟା ପ୍ରବଳ ବର୍ଷା ହେବ । ବିଚଳିତ ପ୍ରାୟ ଗୋବିନ୍ଦ କହୁଥାଏ ସମସ୍ତଙ୍କୁ ସତର୍କ କରାଯାଇଛି ଘରଛାଡି ଯିବାପାଇଁ । ଗୋବିନ୍ଦ ଦୁଲାରୀ ଓ ମୋତିକୁ କହୁଥାଏ ତୁମେ ଦୁହେଁ ଅନ୍ୟତ୍ର ଚାଲିଯାଅ । ମୁଁ ଏ ଘରେ ରହୁଛି । ଦୁଲାରୀ କହୁଥାଏ ନାଁ ନାଁ ତୁମେ ବାପ ଝିଅ ଚାଲିଯାଅ ମୁଁ ଅଛି । ଶେଷରେ ଗୋବିନ୍ଦ ଓ ଦୁଲାରୀଙ୍କ ନିଷ୍ପତ୍ତି ଯେ ତାଙ୍କର ଭବିଷ୍ୟତ ମୋତିକୁ ସେ ସୁରକ୍ଷିତ ଜାଗାକୁ ପଠାଇଦେବେ । ମାତ୍ର ମୋତିର ଉତ୍ତର ବାପା ମା ମୋତେ ଜୀଵଦାନ ଦେଇଛନ୍ତି,ତାଙ୍କ ଜୀବନ ବିନିମୟରେ ମୁଁ ବଞ୍ଚିବି,ଏଭଳି ସ୍ୱାର୍ଥପର ଜୀଇଁବା ଅପେକ୍ଷା ମୃତ୍ୟୁ ବରଂ କରିବା ଖୁବ୍ ଭଲ । ସେ ବାପା ମାଆଙ୍କ ପାଖରେ ରହିବ । ନିଜ ହାତ ତିଆରି ଘର ଓ ଜିନିଷ ମୋହରେ ଗଲେ ନାହିଁ ଗୋବିନ୍ଦ,ଦୁଲାରୀ ଓ ମୋତି । ମାଡି ଆସିଲା ତୋଫାନ,ସମୁଦ୍ରର ଲହରୀ । ମହାବାତ୍ୟାର ଦ୍ରୁତ ବେଗରେ ଭାଙ୍ଗିଯାଉଥାଏ ଗୋବିନ୍ଦର ଆଶା ଭରସାର କୁଡ଼ିଆ । ଗୋବିନ୍ଦ ଦୁଲାରୀଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଲା ପରି ଲାଗୁଥାଏ । ଜୀବନ ବଞ୍ଚାଇବାକୁ ତିନୋଟି ଜୀବ ହେଉଥାନ୍ତି ଡହଳ ବିକଳ । ନାଁ ଘରେ ନିରାପଦ ନାଁ ବାହାରେ । ମାଡ଼ିଆସିଲା ଉତ୍ତାଳ ତରଙ୍ଗ । ସ୍ରୋତର ପ୍ରଖର ସୁଅ ବାରମ୍ବାର ଉପହାସ କରୁଥିଲା ତିନି ଜୀବନର ଶକ୍ତ ସମ୍ପର୍କକୁ । ସତେ ଯେମିତି ଛିନ୍ନ କରିବାକୁ ସେ ପ୍ରତିଜ୍ଞାବଦ୍ଧ । ତିନି ଜଣ ହାତ ଧରାଧରି ହୋଇ ଥାଆନ୍ତି । ସଙ୍ଗେ ସଙ୍ଗେ ଜଳର ଉଚ୍ଚତା ବଢି ମୋତିକୁ ନେବାପାଇଁ ଉଦ୍ୟତ । କେତେ ସଂଘର୍ଷ କରି ନାହାନ୍ତି ବାପା ମାଆ ଦୁହେଁ । ହେଲେ ନିଷ୍ଠୁର ସ୍ରୋତଟା ତା ନିୟମ ମାନି ଟାଣି ନେଇଗଲା ଭିତରକୁ । ବାପା ବୁଡିଗଲି... ମା ଭାସିଗଲି...କରୁଣ କ୍ରନ୍ଦନଟା ଅସହାୟ ଦୁହିଁଙ୍କୁ ଅଟ୍ଟହାସ୍ୟ କରି କହୁଛି, ମୋତେ ହେୟଜ୍ଞାନ ?ମୋତି..ମୋତି..କହି ବିକଟାଳ ଚିତ୍କାର ହୋଇ ଯାଇଥିଲା ନିଷ୍ଫଳ । ଧୀରେ ଧୀରେ ଜଳସ୍ରୋତ ବଢ଼ିବାରେ ଲାଗିଲା । ଦୁଲାରୀ ଗୋବିନ୍ଦକୁ କହୁଥାଏ,ତୁମେ ପହଁରି ଚାଲିଯାଅ,ନିଜ ଜୀବନ ହେଲେ ବଞ୍ଚାଅ । କାନ୍ଦି କାନ୍ଦି ହାତକୁ ଧରି ଗୋବିନ୍ଦ କହିଲା, ମୁଁ ପରା ସାତ ଜନ୍ମ ପାଇଁ ହାତ ଧରିଥିଲି ଛାଡ଼ିବି ବା କେମିତି?ସାଥି ହୋଇ ବଞ୍ଚିବା ନଚେତ ସାଥି ହୋଇ ମରିବା ପରା ଥିଲା ଆମ ଦାମ୍ପତ୍ୟ ଜୀବନର ଆହ୍ୱାନ ।
Tragedy
ଆକବର ବିରବଲ - ୩୨
ଓଡିଆ ଶିଶୁ ଗପ · 3 min read · 7.6K reads
ବିରବଲଙ୍କ କଥା ଶୁଣି ଚନ୍ଦ୍ରବର୍ମା ଆଶ୍ଚର୍ଯ୍ୟ ହୋଇଗଲେ । ସେ ବିରବଲଙ୍କୁ ତାଙ୍କ ସଂପର୍କରେ କେମିତି ଜାଣିଲେ ବୋଲି ପଚାରିବାରୁ ବିରବଲ ଗୁପ୍ତଚର......
Children
ଘୋଡାର ପ୍ରକୃତ ମାଲିକ
ଓଡିଆ ଶିଶୁ ଗପ · 3 min read · 7.6K reads
ମହାରାଜ! ଆପଣ ମୋର ଅତିଥି । ଆପଣ ମୋର ସମ୍ମାନର ଯୋଗ୍ୟ । ଆପଣ କ’ଣ ମୋତେ ଧନ୍ୟବାଦ ଅର୍ପଣ କରୁଛନ୍ତି?
Children
ମାନପତ୍ର(ରମ୍ୟ ରଚନା)
Kulamani Sarangi · 2 min read · 6.1K reads
ବଡ ଉତ୍ତେଜିତ ହୋଇ ଗଧ କହିଲା "ଆଃ ! ତମେ ତା ହେଲେ ଜାଣିନ।ଫେସ୍ ବୁକ୍ ଆଜିକାଲି ଦେଖୁନ ବୋଧେ ?ସବୁଦିନ ମୁଁ କବିତା ଲେଖି ଛାଡୁଛି।ସକାଳୁ ଛାଡିଲେ.....
Comedy
ଘୋଡା ବୁଦ୍ଧିରେ ବଳିଗଲା
ଓଡିଆ ଶିଶୁ ଗପ · 1 min read · 7.4K reads
ନାତ ଖାଇ ସିଂହ ଓଲଟି ପଡିଲା । ସେଇ ମଉକାରେ ଘୋଡା ସେଠାରୁ ଛୁଟି ପାର । ବିପଦ ବେଳେ ବୁଦ୍ଧି ହଜାଅ ନାହିଁ ।
Children
Loading…
Next page →