StoryMirror - Read, Write, Share & Repeat- ଷ୍ଟାଇଲଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 7.5K readsସମ୍ପୃକ୍ତା ମାମ । ବାବୁନାର କ୍ଲାସ ଟିଚର । ଅବିବାହିତା । ଏବେ ଏବେ ବିଇଡି ସାରି ସ୍କୁଲରେ ଜଏନ କରି ଥାନ୍ତି । ଭାରି ସୁନ୍ଦର ଦେଖିବାକୁ । କ୍ଲାସ ରେChildren
- ଗୋଟେ ବର୍ଷା ରାତିର ଇତିTAPASWINI BEHERA · 7 min read · 507 readsହଁ,ଏକା ଖାଇବା ଅଭ୍ୟାସ କର।ସବୁବେଳେ କଣ ମୁଁ ତୁମ ସାଥିରେ ଥିବି ଯେ।ଏକା ଏକା ବଞ୍ଚିବା ଶିଖ।
ସୁଷମା ଦେବୀ ରମାକାନ୍ତ ବାବୁଙ୍କ ପାଇଁ ବିଛଣା ସଜାଡୁଛନ୍ତି ।ଆରମ୍ଭ ହେଲା ଛାତିରେ ଯନ୍ତ୍ରଣା।ବିଛଣା ସାରା ରକ୍ତରବାନ୍ତି।ଧାଇଁ ଆସିଲେ ରମାକାନ୍ତବାବୁ,କୋଳରେ ଧରି କାନ୍ଦି ପକେଇ କହିଲେ,ଏ କଣ ସୁମି?କଣ ହେଲା ତୁମର,ମୁଁ ଡକ୍ଟରଙ୍କୁ ଫୋନ କରୁଛି।ତୁମେ ଏମିତି ମୋତେ ଛାଡ଼ି ଯାଇପାରିବନି।ତାଙ୍କ ହାତକୁ ଅଟକେଇଦେଲେ ସୁଷମା ଦେବୀ,-"ଆଉ ବଞ୍ଚେଇରଖିବାର ବୃଥା ଚେଷ୍ଟା କରି ମୋତେ କଷ୍ଟ ଦିଅନା।ମୁଁ ତ ମୋ ଅନୁ ଚାଲିଗଲା ଦିନୁ ମରି ସାରିଥିଲି,ଏ ତ ବାକି ଯାହା ନିଃଶ୍ୱାସ ଚାଲିଥିଲା।ବହୁତ ଚେଷ୍ଟା କଲି ତାକୁ ଭୁଲିଯିବି।ହେଲେ ପାରିଲିନି।ଶୋଇଲେ, ଉଠିଲେ ,ବସିଲେ,ସବୁଆଡେ ଅନୁ ମୟ।ଖାଲି ସେ ଆଉ ତାର ସେ ନିରୀହ ମୁହଁ।ମତେ ଲାଗିଲା,କେହି ଜଣେ ମୋ ଜୀବନ ନେଇ ଯାଇଛି,ଖାଲି ସ୍ପନ୍ଦନ ଗୁଡ଼ାଏ ବଳକା ରଖି ଯାଇଛି।ଆଉ ପାରିଲିନି,୫ଦିନ ହେଲା ସେ ଜହର ଟାକୁ ସାଇତିକି ରଖିଥିଲି,ଆଜି ଆଉ ପାରିଲିନି।ମତେ କ୍ଷମା କରିଦେବ,ପୁତ୍ରହନ୍ତାର କଳଙ୍କ ସିନା ସହିଥିଲି,ହେଲେ ଅହି ସୁଲକ୍ଷଣି ହେବାର ସୌଭାଗ୍ୟ ଯଦି ହରେଇଥାନ୍ତି ସହି ପାରି ନ ଥାନ୍ତି।Tragedy
- ପରଦୃଶ୍ୟPriyabrata Mohanty · 1 min read · 324 readsମୁଁ ଏଠୁ ଗଲା ପରେ
ସଵୁଠୁ ପ୍ରିୟ ଵୋଲାଉଥିଵା
କେହି ମା, ଵାପା ,ଛାତ୍ର ଛାତ୍ରୀ
ପୁଅ ଝିଅ, ଵନ୍ଧୁ ପରିବାର
ଆଖି ରେ ଲୁହଦାଗ ଧରି ମୋ ପାଇଁ ଝୁରିହେବେ
ମୋ ନଥିବାପଣକୁ କଳସରେ ରଖିOthers