Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଛତା
10 storys
ଲେଡ଼ିଜ ଛତା
Lopamudra Mishra · 15 min read · 8.3K reads
ଏଇ ଆମ ଛତା ଟାକୁ ସିଏ କାଳେ ବହୁତ ଭଲ ପାଉଥିଲା l କି ଖରା କି ବର୍ଷା ସବୁବେଳେ ଏଇ ଛତା ଟି ସେ ଧରି ବୁଲୁଥିଲା l
Children
ଦେବଦୂତ
Sunanda Mohanty · 2 min read · 146 reads
ପଛରୁ ସେମାନଙ୍କ ପାଇଁ ଆଣିଥିବା ଛତା ଖଣ୍ଡେ ଖଣ୍ଡେ ଓ ପାଣିବୋତଲ ଗୋଟିଏ ଲେଖାଏଁ ସହିତ ପାଉଁରୁଟି ପ୍ୟାକେଟ ଦେଲାବେଳେ ଅନୁଭବଙ୍କୁ କୃତଜ୍ଞତାରେ ଚାହିଁଥିଲେ ଅନୁଭା ତ ଅନୁଭବ କହୁଥିଲେ ମୁଁ ସବୁ ଜାଣେ।
Abstract
ମିନି ର ଛତା
Pallabi Das · 2 min read · 390 reads
ରାଗରେ ଦିନେ ତା ବ୍ୟାଗ୍ ରୁ ଛତାଟା ବାହାର କରିଦେଇଥିଲି, କୋଉଠି ଥିଲା ମିନି କେଜାଣି ପାତି ମାଙ୍କଡ଼ ପରି କୁଦି ପଡ଼ିଲା ମୋ ଉପରେ ,
Others
ଛତା
Bidyut lata Mishra · 4 min read · 99 reads
କାହିଁକି କେଜାଣି ଭାରି ଇଚ୍ଛା ହେଉଥିଲା ବାପାଙ୍କୁ ଟିକେ ଜାବୁଡି ଧରି କାନ୍ଦି ନେବାକୁ ,କିନ୍ତୁ କିଛି କହିବା ପୂର୍ବରୁ କଲିଂ ବେଲ୍ ବାଜି ଉଠିଲା।
Tragedy
ନବସାରଙ୍କ ଛତା
Banabihari Mishra · 5 min read · 414 reads
ଆଜି ମୁଁ ସତରେ ଏକୁଟିଆ ହେଇଗଲି। ନିତାନ୍ତ ଏକୁଟିଆ। ଏଇ ସ୍ମୃତି ଟିକକ ମୋତେ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଆସୁଥିଲା।
Tragedy
ଫୋଲଡ୍ ଛତା
Satyabati Swain · 4 min read · 486 reads
ନିର୍ମାଲ୍ୟ ବାବୁଙ୍କ ଛାତିଟା କଣ ହୋଇଗଲା।ଓଃ ମୋ ଛାତି କହି ବସି ପଡିଲେ ତଳେ।କଳ୍ପ ଚକିତ।ହାଉଳି ଖାଇଲା କଣ ହେଲା ତୁମର।ଫୋନ୍ କଲା ଡାକ୍ତର ବାବୁଙ୍କୁ।ଚିତ ହୋଇ ଶୋଇଥିଲେ ନିର୍ମାଲ୍ୟ।ଅତ୍ୟଧିକ ଟେନ୍ ସନ୍ ରୁ ଏପରି ହୋଇଛି କହିଲେ।ଔଷଧ ଦେଇ ଗଲେ।ଶୋଇଛନ୍ତି ନିର୍ମାଲ୍ୟ।
Abstract
Loading…
Next page →