by Satyabati Swain ✓ · 14 Jul 2019
ନିର୍ମାଲ୍ୟ ବାବୁଙ୍କ ଛାତିଟା କଣ ହୋଇଗଲା।ଓଃ ମୋ ଛାତି କହି ବସି ପଡିଲେ ତଳେ।କଳ୍ପ ଚକିତ।ହାଉଳି ଖାଇଲା କଣ ହେଲା ତୁମର।ଫୋନ୍ କଲା ଡାକ୍ତର ବାବୁଙ୍କୁ।ଚିତ ହୋଇ ଶୋଇଥିଲେ ନିର୍ମାଲ୍ୟ।ଅତ୍ୟଧିକ ଟେନ୍ ସନ୍ ରୁ ଏପରି ହୋଇଛି କହିଲେ।ଔଷଧ ଦେଇ ଗଲେ।ଶୋଇଛନ୍ତି ନିର୍ମାଲ୍ୟ।
Loading comments…
Loading comments…