Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଛାତ୍ର
17 storys
ଆଦର୍ଶ ଶିକ୍ଷୟିତ୍ରୀ
Shanti Mishra · 4 min read · 7.7K reads
ନଳିନୀ ଯାହା ବି କୁହନ୍ତୁ, ଯେତେ ବି ମନା କରନ୍ତୁ ସେ କିନ୍ତୁ ମିସେସ୍ ମହାପାତ୍ରକଂ ସାହାଯ୍ୟ ପାଇଂ ଅନୁରୋଧକୁ କେବେ ମନା କରି ପାରିବେନି l
Inspirational
ସାବିତ୍ରୀ ଦୁଃଖ - ୨
ଓଡିଆ ଗଳ୍ପ · 7 min read · 7.4K reads
ଗୋଟିଏ ଜନ୍ମଗତ, ପିତାମାତାଙ୍କ ଦୋଷରୁ, ଆଉ ଗୋଟିଏ ବିଶେଷ ରକମର ଦୁଃଖ ବା ଆଘାତଜନିତ, ମନସ୍ତାପ କିମ୍ୱା ଅନୁଚିନ୍ତାରୁ ।”
Classics
ପିଲାଟିର ସୃଷ୍ଟି
Akshayakumar Dash · 2 min read · 458 reads
ଦିନେ ବିଦ୍ୟାଳୟର ପିଲାମାନଙ୍କ ଭିତରୁ ଜଣେ ପିଲା ଶିକ୍ଷକଙ୍କ ଏପରି କଠୋର ଦଣ୍ଡକୁ ସହି ନପାରି ଶିକ୍ଷକଙ୍କ ଝୁଲାରେ କିଛି ବେଙ୍ଗ ଧରି ଆଣି ଲୁଚି ପୁରାଇଦେଲା।
Others
ବାପା
Seetaram Dash · 1 min read · 357 reads
କାଳୁ ଅପରାଧୀ ଭଳି ତଳକୁ ମୁଣ୍ଡ କରି ଠିଆ ହେଲା । ଆଉ ସବୁ ପିଲା ବସିଥିଲେ । ପ୍ରଧାନ ଶିକ୍ଷକ କହିଲେ, କାଳୁ ତୁ ଆସିଲୁନି କି ଟଙ୍କା ଦେଲୁନି । କିନ୍ତୁ ତୋ ପାଇଁ ଯେଉଁ ଚାଉଳ ପଡିଥିଲା। ରୋଷେଇ ତ ସବୁ ପିଲାଙ୍କ ପାଇଁ କରାଯାଇଥିଲା। ତୁ ଆମକୁ ଠକୁ ନୁ ନିଜେ ନିଜକୁ ଠକୁଛୁ ।
Inspirational
ଆଇ ଲଭ୍ ୟୁ
Parameswar Ojha · 3 min read · 609 reads
ମୁଁ ଜାଣେ ଆପଣ ଙ୍କ ମୁହଁ ପରି ଆପଣଙ୍କ ମନ ବି ସ୍ବଚ୍ଛ । ଭଲ ଅର୍ଥ ରେ ଗ୍ରହଣ କରି ପାରନ୍ତି ତିନୋଟି ଶବ୍ଦ ର ଅର୍ଥ କୁ । କିନ୍ତୁ ଏ ୟୁନିଭର୍ସିଟି ଏ ଛାତ୍ର , ଛାତ୍ରୀ ଅନ୍ୟ ସାର୍ , ମ୍ୟାମ଼ ମାନେ କ'ଣ ସହଜରେ ଗ୍ରହଣ କରିପାରିବେ ଏ କଥା ?
Others
ଗଧ ଡ଼ାକ
Abinash Das · 3 min read · 1.8K reads
ସତେ ଯେମିତି ଲାଗୁଥିଲା ମୋତେ କିଏ ଉପହାସ କରି କହୁଥିଲା...ତୁ ସେମିତି ଥିବୁ ହେଲେ ଆଉ ଶୁଣିପାରିବୁନି ସେ ଡାକ....
Others
Loading…
Next page →