by Seetaram Dash ✓ · 8 Jul 2019
କାଳୁ ଅପରାଧୀ ଭଳି ତଳକୁ ମୁଣ୍ଡ କରି ଠିଆ ହେଲା । ଆଉ ସବୁ ପିଲା ବସିଥିଲେ । ପ୍ରଧାନ ଶିକ୍ଷକ କହିଲେ, କାଳୁ ତୁ ଆସିଲୁନି କି ଟଙ୍କା ଦେଲୁନି । କିନ୍ତୁ ତୋ ପାଇଁ ଯେଉଁ ଚାଉଳ ପଡିଥିଲା। ରୋଷେଇ ତ ସବୁ ପିଲାଙ୍କ ପାଇଁ କରାଯାଇଥିଲା। ତୁ ଆମକୁ ଠକୁ ନୁ ନିଜେ ନିଜକୁ ଠକୁଛୁ ।
Loading comments…
Loading comments…