English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜହ୍ନମାମୁ
2 storys
ପରିବର୍ତ୍ତନ
ଓଡ଼ିଆ ଗଳ୍ପ ଓ କବିତା - ୧ · 5 min read · 320 reads
“ହଜୁର ତିରିଶ ହଜାର ଟଙ୍କା ପୋତି ରଖିଥିଲା l ଘରଦ୍ୱାର ଜମିବାଡି ତ ଅଛି l ଭାବୁଛି କିଛି ବେପାର କରିବି l ଆପଣ ବୁଦ୍ଧି ଦେଲେ ହେଲା l ସୁଖେ ଦୁଃଖେ ଚଳିଯିବୁ l ”
Children Stories
ରାକ୍ଷୀ ଚୋରଣୀ
Writer Roja Panda · 3 min read · 475 reads
ଶେଷରେ ଯାହା ଦେଖିଲି ମୋ ଆଖିକୁ ବିଶ୍ୱାସ ହେଉନଥିଲା । ସେଇ କୁନି ଝିଅଟି ଜଣେ ଆଠ କି ନଅ ବର୍ଷର ପୁଅ ହାତରେ ରାକ୍ଷୀ ବାନ୍ଧୁଛି । ପୁଅଟି ରାଜରାସ୍ତାରେ ରକ୍ତ ଜୁଡୁବୁଡ଼ୁ ହେଇ ଶେଷ ନିଶ୍ୱାସ ତ୍ୟାଗ କରିବା ଉପରେ । ପାଖରେ ଲମ୍ବ ହେଇ ପଡିଛି ଆଉ ଦୁଇଟି ରକ୍ତ ଜୁଡୁବୁଡ଼ୁ ମୃତ ଦେହ । ଚାରିପାଖରେ ଲୋକରଣ୍ୟ । ମୁଁ ଲୋକମାନଙ୍କୁ ଆଡେଇ ସେଇ କୁନି ଝିଅ ପାଖକୁ ଗଲି । ସେତେବେଳକୁ ତାର ଭାଇ ଶେଷ ନିଶ୍ୱାସ ତ୍ୟାଗ କରିସାରିଥିଲା । କୁନି ଝିଅଟି ତା ଭାଇର ରାକ୍ଷୀ ବନ୍ଧା ହାତକୁ ଧରି ଭୋ ଭୋ ହେଇ କାନ୍ଦୁଥାଏ ।
Tragedy