English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜାମୁକୋଳି
5 storys
ଯାଦୂର ଟୋପି
ଓଡ଼ିଆ ଗଳ୍ପ ଓ କବିତା - ୩ · 2 min read · 7.6K reads
ବାଜ ପକ୍ଷୀଟି ଉପକାରୀ ପ୍ରକୃତିର ଥିଲା l ବାଜପକ୍ଷୀ ତା ଚେଷ୍ଟା ଜାରି ରଖିଲା l ତେଣୁ ରାକ୍ଷାସ ପଛେ ପଛେ ଉଡି ବୁଲିଲା ଏବଂ ସୁଯୋଗ ଅପେକ୍ଷାରେ ରହିଲା
Children
ଜାମୁକୋଳି
puspanjali das · 7 min read · 85 reads
ଏଇ ରୋଗ ଯୋଉ ଚାରିଆଡେ ଘୋଟିଛି, ତା'ରି ଯୋଗୁରୁ ମୋ ବାପା ର ଚାକିରି ଗଲା,ଆମେ ଆମ ଏଇ ଗାଁ କୁ ଚାଲି ଚାଲି ଆସୁ ଆସୁ ମା'ମୋର ବାଟରେ ପଡି ମରିଗଲା,ମୋ ବାପା ଛୋଟ ଭାଇ କୁ କାଖେଇ ମତେ ଧରିକି କେତେ କଷ୍ଟ ରେ ଏଠିକି ଅଇଲା।
Tragedy
ସହରୀ ବୋହୁ....
Subal Mohapatra · 9 min read · 9.5K reads
କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ ପାଇଁ " I
Tragedy
ଆମ ଗାଁ ଭୂତ ର ଲମ୍ବା ହାତ
Goutam Mohanty · 3 min read · 251 reads
ଦିନେ କୌଣସି ଅସୁବିଧା ବଶତଃ ବାପା ଅଧା ରାସ୍ତାକୁ ଯାଇ ପାରିଲେନି, ମୋତେ ଏକା ଆସିବାକୁ ପଡିଲା, ବାପା ..
Horror
ବାନର ମକର
KSHIRADRI SAHU · 4 min read · 108 reads
ବିଚାର ଦୃଷ୍ଟିରୁ ବଚନରୁ ଜାତ ହୋଇଥିବା ଭାଇ ସହୋଦର ଭାଇଠାରୁ ଆତି ଉତ୍ତମ ତଥା ଭାଇ ମଧ୍ୟରେ ଶ୍ରେଷ୍ଠ ଅଟେ ।
Children Stories