by puspanjali das ✓ · 25 Jun 2020
ଏଇ ରୋଗ ଯୋଉ ଚାରିଆଡେ ଘୋଟିଛି, ତା'ରି ଯୋଗୁରୁ ମୋ ବାପା ର ଚାକିରି ଗଲା,ଆମେ ଆମ ଏଇ ଗାଁ କୁ ଚାଲି ଚାଲି ଆସୁ ଆସୁ ମା'ମୋର ବାଟରେ ପଡି ମରିଗଲା,ମୋ ବାପା ଛୋଟ ଭାଇ କୁ କାଖେଇ ମତେ ଧରିକି କେତେ କଷ୍ଟ ରେ ଏଠିକି ଅଇଲା।
Loading comments…
Comments
Loading comments…