English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜେଜେମାଆ
14 storys
ସମାଧାନ
Pramod Kumar Jena · 3 min read · 487 reads
ଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ l
Inspirational
ପରିବାର -୭
Dipti lekha Mishra · 2 min read · 522 reads
ଯିଏ ମିଛ କହୁଛି ତାକୁ ଅଚିହ୍ନା ରୋଗ ହେଉ ।
Others
ସ୍ନେହ
Pramod Kumar Jena · 2 min read · 340 reads
କିଛି ସମୟ ପରେ ଦେଖିଲି ବାପା ଫେରି ଆସିଲେଣି । ବୋଉ ହାତକୁ ମାଛ ପୁଡିଆଟା ବଢେଇ ଦେଇ କହିଲେ, “ବୋଉକୁ ଛୋଟ ମାଛ ଭଲ ଲାଗେ ତ ।
Drama
ରିଙ୍କୁ
Lopamudra Mishra · 14 min read · 628 reads
ଅନେକ ଦିନ ତଳେ, ମାନେ ଆଠବର୍ଷ ଖଣ୍ଡ ତଳେ ଯାହା ଶୁଣିଥିଲି, ବନ୍ଦନା ମାନେ ରିଙ୍କୁର ମମି ଆଉଥରେ ବାହାହେଇଗଲା l ସେ କାଳେ କାହାକୁ ଭଲ ପାଇଥିଲା, ସେଥିପାଇଁ ସ୍ୱାମୀକୁ ଛାଡ଼ି ପଳେଇ ଆସି ବାପଘରେ ରହୁଥିଲା l ଅନେକ ସମୟରେ ସେ ରିଙ୍କୁକୁ ମୋ ଭାଉଜଙ୍କ ଜିମା ଦେଇ କୁଆଡେ ପଳାଏ l ଭାଉଜ ତ ପିଲା ରଙ୍କୁଣି l ରିଙ୍କୁକୁ ପ୍ରାୟ ସମୟରେ ଆଣି ପାଖରେ ଶୋଇପକାନ୍ତି l ବନ୍ଦନା ଦିନେ ଗଲା ଯେ ଆଉ ଆସିଲାନାହିଁ l ରିଙ୍କୁକୁ ଦେଖିବାକୁ ବି ଆସିଲାନାହିଁ l ରିଙ୍କୁ ତା ଅଜା ଆଈଙ୍କ ପାଖରେ ଥିଲା l ରିଙ୍କୁର ବାପ ବି ତାକୁ ନେବାକୁ ଆସିଲାନି l ସେ ବି ବାହାହେଇଯାଇଥିବ ଆଉଥରେ l ଶୁଣିଥିଲି ରିଙ୍କୁ ପାଠ ପଢା ଛାଡ଼ି ସାଇକେଲ୍ ରେ ବୁଲି ବୁଲି ଖବରକାଗଜ ପକାଉଥିଲା, ଜଳଖିଆ ଦୋକାନରେ ବି କିଛି କାମ କରୁଥିଲା l
Tragedy
ସ୍ନେହ
Pramod Kumar Jena · 2 min read · 7.4K reads
ବୋଉ ହାତକୁ ମାଛ ପୁଡିଆଟା ବଢେଇ ଦେଇ କହିଲେ, “ବୋଉକୁ ଛୋଟ ମାଛ ଭଲ ଲାଗେ ତ l ତା’କୁ କହିବ ବେସର ଦେଇ ରାନ୍ଧିବ l”
Inspirational
ଅପେକ୍ଷା
Anita Jena · 2 min read · 172 reads
ନା ସ୍ଵପ୍ନ ପୂରଣ ହେଲା ଜେଜେବାପାଙ୍କର ନା ହିଁ ଜେଜେମାଆଙ୍କର । ନୂଆ ସଦସ୍ୟକୁ ସ୍ଵାଗତ କରିବା ବଦଳରେ ଚୀର ଦିନ ପାଇଁ ବିଦାୟ ନେବା ପାଇଁ ଆଜି ଯମ ସହିତ ଲଢ଼େଇ କରୁଛନ୍ତି । ଆଉ ଦୁହିଁଙ୍କର ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା ।
Thriller
Loading…
Next page →