English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଠାକୁରାଣୀ
18 storys
କାଳିଶି
Satyaprakash Sethy, M. A(UGC NET) · 6 min read · 8.6K reads
ଠାକୁରାଣୀ ରାତିରେ ଖାଇଲେ କି ନାହିଁ ? ସକାଳୁ ଯାଇ ଦେଖେ ତ ଗାତଟା ଖାଲି ପଡ଼ିଛି । ଅନନ୍ତ ଗୋସିପା ବାଡ଼ିରେ ଯାଇ କଣ୍ଟାଟା ପଡ଼ିଛି ।
Fantasy
ତିଳ ସୁନ୍ଦରୀ
T.Durga Prasad Rao · 5 min read · 648 reads
ବାହାପୂର୍ବରୁ ଦଣ୍ଡନାଚ ହେବ। ପୁଅ ଜନ୍ମ ହେଲେ ସତ୍ୟନାରାୟଣ ବ୍ରତ ହେବ। ପୁଅର ବର୍ଷପୁରାଣିରେ ତାରାତାରିଣୀରେ ଚୁଳ ପକାହେବ। ଝିଅ ହେଲେ ଠାକୁରାଣୀ ଯାତ୍ରାରେ ରାଧା ବେଶ ହେବ।
Comedy
ତୁମେ ଡାକିଲନି ବୋଲି
Krushna Chandra Dakua · 5 min read · 326 reads
ଇଏ ତ ଥିଲା ମୋ ପ୍ଳସ୍ ଟୁ ସମୟର କଥା ଠିକ୍ ସେହି ଭଳି ପ୍ଳସ୍ ଥ୍ରୀ ର ପ୍ରଥମ ବର୍ଷ ରେ ଯାତ୍ରା ଦେଖା ଆଉ ଏବେ ପଢା ସରିଛି ହେଲେ ଡାକରା ମିଳିନି ତେଣୁ ଅଭିମାନ କରି ମୋ ଯାତ୍ରା ଦେଖା ବନ୍ଦ ରଖୀଛି ।ଦେଖିବା ଆଗାମୀ ଦିନରେ କିଏ ଡାକୁ ଅବା ନ ଡାକୁ ମାଙ୍କ ଆଶୀର୍ବାଦ ଓ କରୁଣା ପାଇ ନିଶ୍ଚେ ବୁଲିଯିବି କାରଣ ଭୁଲି ହେଉନି ସେ ସବୁ ।
Others
ଥୁଣ୍ତା ଗଛର ଛାଇ
Sujat Kumar Sahoo · 4 min read · 234 reads
ଅଇଁଠୁର ମନ କିନ୍ତୁ ମାନି ନଥିଲା ସେଦିନ । ତା ଛାତିରେ ଦାଗ ହୋଇ ରହି ଯାଇଥିଲା ସ୍ବାସ୍ଥ୍ୟ କର୍ମୀ ମାନଙ୍କ କଥା ସବୁ । ଗୋଟି ଗୋଟି କରି । କାରଣ ପିଲାଟି ଦିନରୁ ବାପାଙ୍କୁ ଦେଖି ନାହିଁ । ଶୁଣିଛି ବାପା ତାର ଝାଢ଼ା ବାନ୍ତିରେ ମରି ଥିଲା । ତାକୁ ଯେତେବେଳେ ବାର ବର୍ଷ ହୋଇଥିଲା, ତା ମାଆ ମଧ୍ୟ ଚାଲି ଯାଇଥିଲା ଆର ପାରିକୁ । ସେହି ଝାଢା଼ ବାନ୍ତି କରି କରି । ସେତେବେଳେ ଦେହୁରୀ କହି ଥିଲା ଅଇଁଠୁର ମାଆକୁ ବାଢ଼ି ଖାଉଛି, ସିଏ ନିଶ୍ଚୟ ମରିବ, ତା ପାଖକୁ କେହି ଯାଅ ନାହିଁ । ଗଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ତୁମକୁ ବି ସେଥିରେ ଖାଇ ଯିବେ । ତେଣୁ ସାହି ପଢ଼ିଶାର କେହିବି ଆସିଲେ ନାହିଁ । ଶେଷରେ ତା ମାଆ ମରିଯାଇଥିଲା ।ଏ ସବୁକୁ ଦେଖିଛି ଅଇଁଠୁ ତା ନିଜ ଆକ୍ଷି ଆଗରେ ।
Tragedy
ମଦୁଆ
ଶିଶିର ସାହୁ ମନୋଜ · 2 min read · 206 reads
ଏଇମିତି କିଛି ସମୟ ଚାଲିଲା ! ବ୍ୟକ୍ତିଜଣକ ଯନ୍ତ୍ରବତ୍ ଝୁଲୁଥାଏ । ଲୋକେ ତାକୁ ଭଲ ମନ୍ଦ ପଚାରୁଥାନ୍ତି ।
Drama
ସମାର୍ଜ୍ଜନରେ ସଫଳତା
Prasanta kumar Hota · 8 min read · 235 reads
ବୁଢ଼ୀ ଛଳଛଳ ଆଖିରେ ଚାହିଁଲା, ଅବିନାଶର ମୁଣ୍ଡ ଉପରେ ହାତ ରଖିଲା, ସତେ ଯେମିତି ସେ ଆଶୀର୍ବାଦ କରୁଛି ।
Others
Loading…
Next page →