Loading…
ଇଏ ତ ଥିଲା ମୋ ପ୍ଳସ୍ ଟୁ ସମୟର କଥା ଠିକ୍ ସେହି ଭଳି ପ୍ଳସ୍ ଥ୍ରୀ ର ପ୍ରଥମ ବର୍ଷ ରେ ଯାତ୍ରା ଦେଖା ଆଉ ଏବେ ପଢା ସରିଛି ହେଲେ ଡାକରା ମିଳିନି ତେଣୁ ଅଭିମାନ କରି ମୋ ଯାତ୍ରା ଦେଖା ବନ୍ଦ ରଖୀଛି ।ଦେଖିବା ଆଗାମୀ ଦିନରେ କିଏ ଡାକୁ ଅବା ନ ଡାକୁ ମାଙ୍କ ଆଶୀର୍ବାଦ ଓ କରୁଣା ପାଇ ନିଶ୍ଚେ ବୁଲିଯିବି କାରଣ ଭୁଲି ହେଉନି ସେ ସବୁ ।
Comments
Loading comments…