English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତୃତୀୟଲୋକ
60 storys
ବିଶ୍ବାସ
Nibedita Mishra · 3 min read · 237 reads
ବେଳେବେଳେ ତୃତୀୟ ଲୋକର ମନ୍ତ୍ରଣା ଲାଗି ବର୍ଷବର୍ଷର ବିଶ୍ୱାସ ଭାଙ୍ଗିଯିବାକୁ ବେଶୀ ସମୟ ଲାଗେନି । ହେଲେ ଆମକୁ ଏମିତି ସମୟରେ ବୁଦ୍ଧିର ସହିତ କାମ ନେବା ଉଚିତ୍ । କାରଣ, ସବୁବେଳେ ସବୁ ମାନିନୀ ଫେରି ଆସନ୍ତି ନାହିଁ ।
Inspirational
ବେଳାଭୂମି
Lipsa Acharya · 1 min read · 383 reads
ସେମାନେ ଚାଲିଗଲେ । ଆଉ ମୁଁ...। ସେମାନଙ୍କ ଚିହ୍ନ ମୋ ଆଖିରୁ ନ ଲିଭିବା ଯାଏଁ ,ଚାହିଁ ରହିଥିଲି । ବିନା ଶବ୍ଦରେ ମନର ଭାବନାକୁ ପଢିପାରୁଥିଲେ ସେମାନେ । ଆଉ ତାକୁ ବୁଝିପାରୁଥିଲା ,ଏ ବେଳାଭୂମିର ଆସନ୍ନ ସଂଧ୍ଯା ।
Tragedy
ସ୍ମୃତିରେ ସ୍ମୃତିରେଖା
Lalita Mohan Mishra · 3 min read · 130 reads
ଯୌବନର ପ୍ରଥମ ପାହାଚରେ ଉପସ୍ଥିତ ସ୍ମୃତି ଭଲ କ'ଣ... ଖରାପ କ'ଣ... ବିଚାର ଶକ୍ତି ନଥିଲା । ପ୍ରେମର ସିଡି ଚଢିବା ପାଇଁ ଯିଏ ଯେମିତି ବାଟ ଦେଖାଇଲା ସ୍ମୃତିରେଖା- ସେମିତି ସେଆଡକୁ ଗତି କଲା ।
Tragedy
ଜଙ୍ଖ
Pratap Swain · 2 min read · 236 reads
ଜଙ୍ଖ
Horror
ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
ଓଡିଆ ଶିଶୁ ଗପ · 1 min read · 7.5K reads
କାହିଁକିନା ତା’ଦୁଇଝିଅଙ୍କର ଦରକାର ପୂରା ବିପରୀତ । ଜଣଙ୍କର ଭଲ ପାଇଁ ପ୍ରାର୍ଥନା କଲେ ତେଣେ ଅନ୍ୟ ଜଣଙ୍କର କ୍ଷତି ହେବ ।
Children
ଅକୃତଜ୍ଞକୁ ଶାସ୍ତି
ଓଡିଆ ଶିଶୁ ଗପ · 1 min read · 7.6K reads
ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର......
Children
Loading…
Next page →