Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦମ୍ପତି
8 storys
ସୁନା ଝିଅ ସୁନି‐୧
Dipti lekha Mishra · 1 min read · 428 reads
ଝିଅଟି କାହାକୁ ଅନ୍ୟ ଛୁଆଙ୍କ ଭଳି ହଈରାଣ ହରକତ କରିନି ।ହସହସ ମୁଖମଣ୍ଡଳ ।ଅତ୍ୟନ୍ତ ଗୋରା ଦେହ ଯେମିତି କ୍ଷୀର ରଙ୍ଗ ।ଓଠ ପୁରା ଲାଲ୍ ।
Others
ମାଇଁ ସେଲ୍ଫ ଯଶୋବନ୍ତ
Jasobanta Patra · 1 min read · 461 reads
କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ସାମାନ୍ୟତମ ଅଶାନ୍ତି ବା ତିକ୍ତତା ନଥିଲା। ଦାମ୍ପତ୍ୟ ଜୀବନ ଖୁସିରେ କଟୁଥିଲା।
Drama
ଅଷ୍ଟମଙ୍ଗଳା ( ଶେଷ ଭାଗ )
ପ୍ରଶାନ୍ତ କୁମାର ବେହେରା · 5 min read · 308 reads
ମୁଁ ତା' କଥା ଶୁଣି ଭାବୁଥାଏ ଏ ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ପରେ ବି ଲୋକମାନେ ରାସ୍ତାରେ ନିରାପଦରେ ଯାଇ ପାରୁନାହାନ୍ତି l ସେଦିନ ସେ ଲୁଟେରା ମାନେ କେବଳ ଜିନିଷ ପତ୍ର ଲୁଟିନେଇ ଛାଡିଦେଲେ l ଆଉ କେଉଁଠି ତ ରାତି କଥା ଛାଡ ସ୍ପଷ୍ଟ ଦିବାଲୋକରେ ନାରୀକୁ ଉଠାଇ ନେଇ କୁକର୍ମ କରିବା ସହିତ ଜୀବନ ନେବାକୁ ମଧ୍ଯ ପଛାଉ ନାହାନ୍ତି l ଶିକ୍ଷିତ ବେକାରି ସଂଖ୍ଯା ଯେମିତି ଭାବରେ ବଢି ଚାଲିଛି ଆଗକୁ ଆଗକୁ ଏମିତି ଲୁଟ୍ , କୁକର୍ମ ଅଦି ବଢି ବଢି ଚାଲିବ ପଛେ କମିବାର ନାହିଁ l
Others
ବାନର ଓ ଚଟକ ଦମ୍ପତି କଥା
ଓଡିଆ ଶିଶୁ ଗପ · 2 min read · 7.6K reads
ବହୁ ପ୍ରାଚୀନ କାଳର କଥା । କୌଣସି ଏକ ଘଞ୍ଚମୟ ଅରଣ୍ୟ ମଧ୍ୟରେ ଥିଲା ଏକ ଶମୀବୃକ୍ଷ । ସେହି ଶମୀବୃକ୍ଷଟି ଅତି ନିରାପଦ ସ୍ଥାନରେ ଥିବାରୁ...
Children
ଏନ୍.ଆଇ.ସି.ୟୁ
Swetapadma Padhi · 4 min read · 251 reads
ଗଲା ମାସେ ଭିତରେ କାହା ଉପରେ ବିରକ୍ତ ହେବା କଥା ବହୁତ ଦୂର ଓଲଟା କିଏ ବିରକ୍ତ ହେଲେ ବି ହସି ହସି କହିବେ ହଉ ବ୍ୟସ୍ତ ହୁଅନି ଏଇଟା ଗୋଟେ କଥା ମୁଁ କରିଦେବି ମ ।
Drama
ଭିନ୍ନ ଜଣେ ସାବିତ୍ରୀ
Lopamudra Mishra · 6 min read · 14.3K reads
ଅହିସୁଲକ୍ଷଣିର ଆଶୀର୍ବାଦ ମାଗିବା ବଦଳେ ଏପରି ଅଶୁଭ କଥା କହୁଛନ୍ତି l" ମିସେସ ନାୟକଙ୍କୁ ଦୁଃଖଭରା ଆଖିରେ ଅନେଇ ବୃଦ୍ଧା ଜଣଙ୍କ କହିଲେ," ଅହିସୁଲ...
Tragedy
Loading…
Next page →