StoryMirror - Read, Write, Share & Repeatନାମୀ ଗଳିର ଦାମୀ ପ୍ରେମିକା
ନାମୀ ଗଳିର ଦାମୀ ପ୍ରେମିକାDibyajyoti Mohanty · 3 min read · 7.6K readsନାମୀ ଗଳିର ଦାମୀ ପ୍ରେମିକାRomance- କଥାକୁହା ଆଣ୍ଟିକPadmalaya Padhy · 6 min read · 558 readsକଥାକୁହା ଆଣ୍ଟିକTragedy
- ଚିରାଲୁଗାBidulata Sahoo · 1 min read · 153 readsମୋ ଠାରୁ ସେ ଚିରାପୁରୁଣା ଲୁଗା ଓ ବେଡସିଟ ନେଇ ଏତେ ଖୁସି ହେଲା ସତେ ଯେମିତି ତାକୁ ପାଟ କି ମଠା ମିଳି ଯାଇଛି |Others
- ସୁବର୍ଣ୍ଣ ପଞ୍ଜୁରୀGangadhar Nanda · 6 min read · 244 readsଡ୍ରଇଁରୁମର ୱାର୍ଡରୋଵ ଥାକରେ ସଜ୍ଜିତ ହୋଇ ରହିଛି ବିଭିନ୍ନ ଦାମୀ ବ୍ରାଣ୍ଡର ମଦ ଓ ସିଗାରେଟ । ଘରକୁ କେବେ କେହି ଅତିଥିଙ୍କର ଆଗମନ ହେଲେ ଏସବୁର ଆବଶ୍ୟକତା ପଡ଼େ ।Romance
- ପାଟ ଓଢଣୀRajalaxmi Mohanty · 13 min read · 330 readsସେ ପୁଅ କୁଆଡେ ଆଉ ଜଣକୁ ଭଲ ପାଇ ରଖିଛି । ଏକୁ ଆଡ ଆଖିରେ ବି ଚାହୁଁନି । ବିଚରା ଛୋଟ ପିଲାଟାର ଭବିଷ୍ୟତ ଅନ୍ଧାର କରିଦେଲା ସେ ପୋଡାମୁହାଁ । ବଳିଆ ଯାଇ ଏକୁ ନେଇ ଆସିଛି ଦୁଇବର୍ଷ ହେଲାଣି । ସେ ବି ସାଡେ ବାହାହେଇ ଗଲାଣି ଆଉ ଗୋଟେ ।Others
- ମୋ ପାଇଁ ଚିଠି ଆସିଛି କି ?Archana Sahoo · 4 min read · 167 readsପାଦରେ ଅଳତା, ମଥାରେ ବିନ୍ଦି, ହାତରେ ନାଲି ଚୁଡି, ପାଦରେ ପାଉଁଜି, ଦେହ ସାରା ପାଟ ଲୁଗା, ବେକରେ ମଙ୍ଗଳସୂତ୍ର, ଗଭାରେ ଗଜରା, ନାକରେ ନାକଗୁଣା, କାନରେ ଝରାଫୁଲ, କିଣା ହାରଟେ ଜୀବନ୍ତ ଭାବରେ ଲଟକି ରହିଛି, ଓଠ ନାଲି ରଙ୍ଗ, ଆଖି କେତେ କଳା ରଙComedy