StoryMirror - Read, Write, Share & Repeat- ସନ୍ଧିକାଳBinay Mohapatra · 11 min read · 443 readsସମସ୍ତେ ଦିନେ ମୋ ସାଥିରେ ଏଇ ଶୂନ୍ୟତାର ସଂସାରକୁ ଆସିବେ । ଏଇ ଶୂନ୍ୟତାର ସଂସାର ପରମ ଆନନ୍ଦରେ ପରିପୂର୍ଣ୍ଣ । ନା’ ଏଠି କଷ୍ଟ ଅଛି, ନା’ ଲୁହ’ ନା’ ହସର ଜୁଆର ଅଛି । ଆସକ୍ତିର ବହୁ ଦୂରରେ ନିରାସକ୍ତର ଏଇ ଦୁନିଆ, ନା ଏଠି ସମ୍ପର୍କ ଥାଏ, ନା କେହି ବନ୍ଧୁ ନା କେହି ଶତ୍ରୁ, ନା କିଛି ମାୟାର ବନ୍ଧନ ଥାଏ । ନିର୍ମାୟା, ନିର୍ଲିପ୍ତ, ଅନାଶକ୍ତର ଏଇ ମୋର ସଂସାର । ଲୋଭ ନାହିଁ, ହିଂସା ନାହିଁ, ପ୍ରେମ ନାହିଁ କିମ୍ବା ବିରହ ଜନ୍ତ୍ରଣା ବି ନାହିଁ । ଏଇଠି କାହାର ଶରୀର ନାହିଁ, ରୂପ ନାହିଁ, ଯୌବନ ନାହିଁ, ବୟସର କିଛି ଫରକ ନାହିଁ, କାମ କାମନାର ଜ୍ୱଳନ, କ୍ଷୁଧା, ତୃଷା ଲୋଭ ଅଂହକାର କିଛିବି ନାହିଁ ।Others
- ଅଲିଭାଦାଗMadhabi Patel · 4 min read · 197 readsସ୍ନେହାକୁ ଦେଖି ତାର ସେ କାମତୃଷ୍ଣା ଜାଗି ଉଠିଲା । ତାର ମନ ଓ ବିବେକ ଭିତରେ ଲଢେଇ ଚାଲିଲା । ବିବେକ...Tragedy
- ମାଟି କହେ ଜୀବନAminilu Ray · 1 min read · 448 readsସତରେ ମୋ ଭାରତ ମାଟିର ବାସ୍ନାରେ ସ୍ୱତନ୍ତ୍ରତା ଅଛି । ଯାହାକୁ କେବେ ବି ମରିବା ପର୍ଯ୍ୟନ୍ତ ଭୁଲି ହେବ ..Others
- ଦାୟିତ୍ୱSatyabati Swain · 3 min read · 474 readsଯିଏ ଯାହା କହୁଛି କହୁ।ପୁଅକୁ ତ ଭଗବାନ ନେଇଗଲେ ,ତା ବୋଲି ତେଇଶି ବର୍ଷର ଛୁଆଟା ସାରା ଜୀବନ ମରୁଥିବ! ହଁ ମୁଁ ପାଗଳ।Inspirational