Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦୀପୁ
6 storys
ଅପୂର୍ବ ପ୍ରେମ
Rojalin Behera · 2 min read · 213 reads
ଅନେକ ଥର ଭଳି ସେ ଦିନ ବି ଲୋପା ବାଧ୍ୟବାଧକତାରେ ସଯେଇ ହେଇ ବସିଥାଏ ପୁଅ ଘର ଲୋକଙ୍କୁ ଚାହିଁ ୲ ସେ ଦିନ....
Romance
ପୁଅ
Rasmi Rekha Tripathy · 1 min read · 7.5K reads
ଯାଆ ମଲାବେଳକୁ ଦୀପୁ କଲେଜରେ ପଢୁଥାଏ l ଦିଅର ମୋର ବହୁତ କଷ୍ଟ କରି ତାକୁ ମଣିଷ କରିଥିଲେ l ଦୀପୁ କେମିତି ଭୁଲି ଗଲା ସେ ସବୁ ?
Abstract
ନାଟକର ଶେଷ ଦୃଶ୍ୟ
Soumya Shubhadarshinee · 6 min read · 547 reads
ହୁଣ୍ଡୀ ଦେହରେ ମେଞ୍ଚେ ବଳ , ସେ ଲୋକଟାକୁ ବିଧା ଚାପୁଡ଼ା ଲଗେଇ ଘାଇଲା କରିପକେଇଲା ।
Drama
ବାଘ ମାତିଛି
Deepak Sarangi · 7 min read · 486 reads
ମାତ୍ର ମୁଁ ତାଙ୍କର କଥା ପ୍ରତି ଧ୍ୟାନ ନ ଦେଇ ବରଂ ଭାବି ଚାଲିଥିଲି ସ୍ଵାଧୀନତା ସମୟର ସେହି ଜାଲିଆନାୱାଲାବାଗର ଘଟଣାକୁ । ଯେପରି ନିରୀହ ଜନତାଙ୍କୁ ଇଂରେଜମାନେ ହଠାତ୍ ଗୁଳି ଚାଳନା କରିବା ଫଳରେ ଲୋକମାନେ ଉପାୟ ଶୂନ୍ୟ ହୋଇ ପ୍ରାଣ ବିକଳରେ ଏକ ଅନ୍ଧକୂପକୁ ଡେଇଁ ପ୍ରାଣ ତ୍ୟାଗ କରିଥିଲେ । ସେହିପରି ଏ ମହାବଳ ବାଘ ମଧ୍ୟ ଆଜିର ସମାଜର ନିଷ୍ଠୁର ମଣିଷ ମାନଙ୍କର ଅତ୍ୟାଚାରକୁ ସହି ନ ପାରି କୂଅକୁ ଡେଇଁ ନିଜର ପ୍ରାଣର ଜଳାଞ୍ଜଳି ଦେଇଛି ।
Others
ଭୂତ
Rasmi Rekha Tripathy · 4 min read · 14.4K reads
କୋଡପୋଛା ପୁଅ ବୋଲି ଦୀପୁକୁ ମୁଣ୍ଡରେ ବସେଇ ରଖିଛି l ଏଣେ ବାପଛେଉଣ୍ଡ ବୋଲି ରଙ୍କକୁ ପଣତ ଆଢୁଆଳରେ ଘୋଡେଇ ରଖିଛି l
Drama
ଦୀପୁ ବି କହୁଥିଲା
Satyaprakash Sethy, M. A(UGC NET) · 3 min read · 154 reads
ଦୀପୁ ଶତ ଚେଷ୍ଟା କରି ମଧ୍ଯ ନିଜ ନିର୍ଦ୍ଦୋଷତାର ପ୍ରମାଣ ତ ଦେଇ ପାରିଲାନି ବା ଦେବାକୁ ଚେଷ୍ଟା କରି....
Romance