ମାତ୍ର ମୁଁ ତାଙ୍କର କଥା ପ୍ରତି ଧ୍ୟାନ ନ ଦେଇ ବରଂ ଭାବି ଚାଲିଥିଲି ସ୍ଵାଧୀନତା ସମୟର ସେହି ଜାଲିଆନାୱାଲାବାଗର ଘଟଣାକୁ । ଯେପରି ନିରୀହ ଜନତାଙ୍କୁ ଇଂରେଜମାନେ ହଠାତ୍ ଗୁଳି ଚାଳନା କରିବା ଫଳରେ ଲୋକମାନେ ଉପାୟ ଶୂନ୍ୟ ହୋଇ ପ୍ରାଣ ବିକଳରେ ଏକ ଅନ୍ଧକୂପକୁ ଡେଇଁ ପ୍ରାଣ ତ୍ୟାଗ କରିଥିଲେ । ସେହିପରି ଏ ମହାବଳ ବାଘ ମଧ୍ୟ ଆଜିର ସମାଜର ନିଷ୍ଠୁର ମଣିଷ ମାନଙ୍କର ଅତ୍ୟାଚାରକୁ ସହି ନ ପାରି କୂଅକୁ ଡେଇଁ ନିଜର ପ୍ରାଣର ଜଳାଞ୍ଜଳି ଦେଇଛି ।
Loading comments…