Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦୁଃଖ
271 storys
ଖରାର ଦୁଃଖ
ଖରାର ଦୁଃଖ
Ashutosh Meher · 1 min read · 7.2K reads
ତା ସ୍ତ୍ରୀ କୁନିକୁ ପିଇବା ପାଣି ପାଇଁ ନିତିଦିନ ସକାଳୁ ଯିବାକୁ ପଡେ ପାଖାପାଖି କିଲୋମିଟର ଖଣ୍ଡେବାଟ, ଯେଉଁଠୁ ଦୁଇଗରା ପାଣି ବଡ କଷ୍ଟରେ ମୁଣ୍ଡାଇେ ଆଣେ ସେ । ଏଇଟା ହିଁ ମନୁଆଁକୁ ସବୁଠୁ ବଡ ବାଧେ, ଦୁଃଖ ଦିଏ । ମାନସିକ ଦୁଃଖ... ତା... ଖରାଦିନର ଦୁଃଖ ।
Others
ଗନ୍ଧିଆ ଗନ୍ଧର୍ବ
Prasanna Kumar Madala · 2 min read · 7.8K reads
ହନ୍ତସନ୍ତ ହୋଇ ଥରେ ତାକୁ ମୁକ୍ତି ଦେଇଦେବା ପାଇଁ କୃତ୍ରିମ ଦୁର୍ଘଟଣାର ଉପାୟ ବି ଭାବିଥିଲା, ହେଲେ ଏତେ ବଡ଼ ପାପ କରିପାରିଲାନି ।
Inspirational
ଧୋକା
Sukanti Hotta · 2 min read · 15.9K reads
ଅପାଠୁଆ ରଘୁବୁଢ଼ା ବୁଝି ପାରୁନି ପଲିଥିନ କାହିଁକି ବନ୍ଦ ହେଲା, ତା ପରି ରାମୁ, ରାଜୁ, ନିରୁ, ରିତୁ........... ଗରିବମାନଙ୍କୁ ଧୋକା ଦିଆଗଲା !
Tragedy
ଅସହାୟ ପିତୃତ୍ଵ
Shashanka sekhar Ray · 7 min read · 6.9K reads
ମୋ ଆଡକୁ ସେ ଏକ ଲୟରେ ବହୁ ସମୟ ଧରି ଅତି କରୁଣ ଦୁଷ୍ଟିରେ ଚାହିଁରହିଲେ । "ଆଚ୍ଛା ମଉସା କହିଲେ ଆପଣ କାହିଁକି ଏମିତି ଡିସିସନ୍ ନେଲେ ?
Tragedy
କବିତା
Kamal Kumar Dash · 2 min read · 4.8K reads
କବିତା -ସବୁ ଆପଣକଂ ଆଶ୍ରୀବାଦ ସାର, ଇଏ ବୋଧେ ଆସିଲେଣି ମୁଁ ଫେସ୍ବୁକ ବନ୍ଦ କରୁଛି ନମସ୍କାର ସାର |
Inspirational
ଧୋକା 1
Manoj Kumar Panda · 5 min read · 904 reads
ତମ ମୁଣ୍ଡ ଖରାପ ହେଇଛି ନା କଣ .ମୁଁ ତୁମକୁ ବାହା ହେବି ?
Romance
Loading…
Next page →