English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନାଗଦେବତା
36 storys
ଡଗରା
Maheswar sahoo · 3 min read · 424 reads
ଶିକ୍ଷକ ହସି ହସି କହିଥିଲେ ଥରେ ପଢି ମନେ ନରହିଲେ ଆମେ ସେହି ଜ୍ଞାନ ପ୍ରାପ୍ତି ପାଇଁ ପାଞ୍ଚ ବର୍ଷ ଯାଏ ତପସ୍ୟା କରିବା ଯେପର୍ଯ୍ୟନ୍ତ ମଣି ରୂପୀ ଜ୍ଞାନ ପ୍ରାପ୍ତି ନ ହୋଇଥାଏ ।
Fantasy
ଅଷ୍ଟ କଳାନାଗ
Himalini Hota · 5 min read · 836 reads
ଅନୁରୋଧ ରକ୍ଷା କରି ମାମୁଁ ସ୍ୱପ୍ନର ସତ୍ୟତା ଉପଲବ୍ଧି କରି ଗୟା ଯାଇ ୧୦୮ ପୁରୁଷଙ୍କୁ ବିଧି ମତେ ଶ୍ରାଦ୍ଧ ଦେଲେ । ଏବଂ ସେ ଦିନ ଠାରୁ ଆଜି ଯାଏ ଆଉ କୌଣସି ସ୍ୱପ୍ନ କେହି ଦେଖିନାହାନ୍ତି । ବିଶ୍ୱାସ ନ ହେଲେ ବି କଥାଟି ସତ୍ୟ ଅଟେ ।
Others
ବାପା:ଦାୟିତ୍ୱ ବୋଝ ଲଦା ପିଠି
Padmalaya Mishra · 6 min read · 7.2K reads
ସେ ତାଙ୍କ କାମରେ ବ୍ୟସ୍ତ ରହିଲେ ଓ ମୁଁ ମୋ କାମରେ। ମୁଁ ଖାଲି ଭାବୁଥିଲି, ଯେତେ ସମୟ ବଦଳୁ ବାପା ସଞା କେବେ ବଦଳିବନି।
Inspirational
ମଣିନାନୀର ଶାଶୁଘର
sushama Parija · 6 min read · 576 reads
ମା ତମେ ମତେ ରକ୍ଷା କର । ମତେ ପିଲାବେଳୁ ବୋହୂ କରିଥିଲ କଣ ଆଉ କାହା ହାତରେ ଟେକି ଦେବା ପାଇଁ ?
Tragedy
ଶୁଆ ଶାରୀ କଥା - ୨୨
ଓଡିଆ ଶିଶୁ ଗପ · 4 min read · 7.5K reads
ସେ ଭାବୁ ଥାଏ କାହାର ଜଣେ ହେଲେ ଦେଖା ଯଦି ପାଇ ଯାଆନ୍ତା ତାହା ହେଲେ ତାହାଙ୍କ ଦ୍ୱାରା କିଛି ଖାଇବା ପଦାର୍ଥ ଯୋଗାଡ କରନ୍ତା ।
Children
ଜହ୍ନମାମୁଁ -31
ଓଡ଼ିଆ ଗଳ୍ପ ଓ କବିତା - ୧ · 4 min read · 7.6K reads
“ହେ, ଭଗବାନ୍, ମୁଁ ଯଦି ପତିବ୍ରତା ହୋଇଥିବି, ତେବେ ମୋ ସ୍ୱାମୀ ସମସ୍ତ ବିପଦ ମଧ୍ୟରେ ସୁରକ୍ଷିତ ହୋଇ ରହିବେ ।”
Children
Loading…
Next page →