by Himalini Hota ✓ · 8 Mar 2022
ଅନୁରୋଧ ରକ୍ଷା କରି ମାମୁଁ ସ୍ୱପ୍ନର ସତ୍ୟତା ଉପଲବ୍ଧି କରି ଗୟା ଯାଇ ୧୦୮ ପୁରୁଷଙ୍କୁ ବିଧି ମତେ ଶ୍ରାଦ୍ଧ ଦେଲେ । ଏବଂ ସେ ଦିନ ଠାରୁ ଆଜି ଯାଏ ଆଉ କୌଣସି ସ୍ୱପ୍ନ କେହି ଦେଖିନାହାନ୍ତି । ବିଶ୍ୱାସ ନ ହେଲେ ବି କଥାଟି ସତ୍ୟ ଅଟେ ।
Loading comments…
Loading comments…