Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନାନୀ
25 storys
ବୋଉର ଚେତାବନୀ
Kiran Mishra · 3 min read · 573 reads
ବୁଝିଲୁ ଝିଅ ଯେଝା ଭାଗ୍ୟ ନେଇ ଯିଏ ଯିବେ, ସେ ତା ଭାଗ୍ୟ ନେଇ ଯିବ,ତୁ ତୋ ଭାଗ୍ୟ ନେଇ ଯିବୁ। ମୁଁ ଦେଖୁଛି ତୁ ବାହାଘରରେ ଏତେ ମାତୁଛୁ ପଢା ନା ଧରୁନୁ।ଏ ସମୟ ଚାଲି ଗଲେ ଆଉ ଆସିବନି।
Others
ଦୁର୍ଘଟଣା
Soumya Shubhadarshinee · 5 min read · 7.1K reads
ରାଜୀବ କହିଲା " ତୁମେ କେଉଁଠି ଥିଲ" ?? ସେଇ ରିଜର୍ଭ ଜଙ୍ଗଲ ଏରିଆ ରେ କୌଣସି ଗାଁ ନାହିଁ!! କାହା ପାଖେ ଥିଲ ନୀରୁ ?? କଣ କରୁଥିଲ ସେଠି ??
Others
ସାର ଆପଣଙ୍କ ମୁଣ୍ଡ
Kamal Kumar Dash · 2 min read · 7.4K reads
ଘରେ ପହଁଚି ନାନୀକୁ ମାଛ ମୁଁଡ଼ ଦେଲା ବେଳେ ଭାଇନା ସନା କଥା ତାକୁ କହିଲେ , ରାଗରେ ବି ନାନୀ ହସି ପକାଇଲା ଓ କହିଲା ଯାଅ ଜଲ୍ଦି ଗାଧୋଇକି ଆସ ଖାଇବା |
Comedy
ଚିଠିଟିଏ
Soumya Shubhadarshinee · 7 min read · 2.4K reads
ତୁ ସାଥିରେ ରହିଥାନ୍ତୁ । ତୋର ଥାନ୍ତେ ବହୁତ ଚିହ୍ନା କଟକ ପିଲା ସ୍ମାର୍ଟ ଆଉ ପାରିବାର ।
ବାବା
Basanti Parida · 1 min read · 563 reads
ୟା ଭିତରେ ସାନ ନାନୀ ବହା ହୋଇ ତାର ଦୁଇଟି ଯାକ ଛୁଆ ଜନ୍ମ ହୋଇ ସାରିଥିଲେ।ତା ଘରେ ବି ସେଇ ଏକା କଥା।
Inspirational
ଭାଗ୍ୟ
Sunita Barik · 5 min read · 584 reads
ଦୁଃଖର ଦିନ ଯିବ ସୁଖ ତା ବାଟ ଭୁଲି ପୁଣି ଫେରିଵ। ସତରେ କଣ ସୁଖ ଲେଉଟିବ ଗରିବର କୁଡିଆକୁ! ନା ପୁଣି ....
Tragedy
Loading…
Next page →