English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିରଜାଦେବୀ
114 storys
କାହାଣୀ ଏକ ଗର୍ଭସ୍ଥ ଦୁର୍ଗାର
Ranjit pal · 2 min read · 469 reads
ଚିତ୍କାର କରି ଉଠିଲା ସେ, ତା ଚିତ୍କାରରେ ସ୍ତବ୍ଧ ହୋଇଗଲା ପୁରା ନର୍ସିଂହୋମ ।
Tragedy
ସଚ୍ଚାପ୍ରେମ
Kiran Mishra · 3 min read · 590 reads
ଦୁଇ ତିନି ଦିନ ମା କୁ କୈାଣସି ଫୋନ ନପାଇବାରୁ ଓ ମା ବାପାଙ୍କଠାରୁ କୋୖଣସି ଫୋନ୍ ନପାଇବାରୁ ବ୍ୟସ୍ତ ହୋଇ ନିରଜା ଘରକୁ ଆସିଲା । ପୂର୍ବତନ ପରି ନିରଜାର ଆସିବା ରେ ମା ବାପା ଖୁସୀ ହୋଇପାରି ନଥିଲେ। ମା ପାଞ୍ଚ ପ୍ରକାର ମନ ପସନ୍ଦିଆ ତରକାରୀ କରୁନଥିଲେ, କି ବାପା ମାର୍କେଟଟା ଉଠାଇ ଆଣୁ ନଥିଲେ
Tragedy
ଯା ଦେବୀ ସର୍ବ ଭୁତେଷୁ
Arabinda Rath · 7 min read · 14.7K reads
ମାଆ -- ଏ ଅସୁର ମାନଙ୍କ କବଳରୁ ଝିଅଟିକୁ ରକ୍ଷା କର, ଏହି ସ୍ଥାନରେ ପ୍ରକଟ ହୁଅ ମାତା, ତୋ ଭକ୍ତକୁ ଉଦ୍ଧାର କର।
Tragedy
ବଳିର ବକ୍ତବ୍ୟ
Jyotiranjan Acharya · 2 min read · 8.1K reads
ଦେବୀ ମାଁ ଙ୍କ ମଥାରୁ ଲାଲ୍ ଚୁନରୀଟା ଖସିଯାଇ ତାଙ୍କ ମୂଖ ମଣ୍ଡଳକୁ ଢାଙ୍କି ଦେଇଥିଲା।
Others
ନିତା ଦେବୀ- ଏକ ଉଦାହରଣ
sasmita sahoo · 6 min read · 463 reads
ନିତାଙ୍କ ମନରେ ଆଶାର କିରଣ ସ୍ପଷ୍ଟ ଜଣା ପଡୁଥାଏ I ତା ପରେ ଡାକ୍ତରଙ୍କ ଠାରୁ ଅପରେସନ ତାରିଖ ଆଣି ଦେବୀଙ୍କୁ ଧରି ଘରକୁ ଫେରିଲେ I
Inspirational
କପଟପ୍ରେମ, ହତ୍ୟା ଓ ଦେବୀପୂଜା
Lopamudra Mishra · 3 min read · 363 reads
ଲୋକେ ଆସି ଦେଖିଲେ ଦେବୀର ଅସଜଡ଼ା ବସ୍ତ୍ର, ବିକ୍ଷିପ୍ତ କେଶ ଆଉ ଅଶ୍ରୁଭର୍ତ୍ତି ଚକ୍ଷୁ l ଦେଖୁ ଦେଖୁ ସମସ୍ତେ ସବୁ ବୁଝିଗଲେ l
Thriller
Loading…
Next page →