English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିୟୁଜ
2 storys
ସଟଡ଼ାଉନ୍ ମଟନ୍ କଷା
ପ୍ରଶାନ୍ତ କୁମାର ବେହେରା · 4 min read · 218 reads
ଦୁଇ ଜଣ ସାଂଗଙ୍କୁ କଟା ଘା' ରେ ଚୁନ ଦେଇସାରି , ଶେଷକୁ ସୁନୀତା ସ୍ଥିର କଲା, ଏବେ ସେ ବଦମାସ୍ ମଧୁମିତାକୁ ପାନେ ଦେବାକୁ ହେବ l ମଧୁମିତା ହେଉଛି ତା'ର କଲେଜ ବେଳର ସାଂଗ ଆଉ ଖୁବ୍ ମୁହଁଖୋର୍ ଝିଅ l ଘର ତା'ର ପୁଣି କଟକ ଟାଉନ୍ ଏରିଆରେ । ମୁହେ
Inspirational
ନୈଶ ନିଶା
Satyabati Swain · 8 min read · 392 reads
ମୋ ଛୁଆ ଦିଟାଙ୍କ ଭବିଷ୍ୟତ କଣ ହେବ?ମୋତେ ତୁମେ ଘୃଣା କରିପାର,କିନ୍ତୁ ସେଇ ମୁହୂର୍ତ୍ତରୁ ମୁଁ ଗୋଟେ ନିଷ୍ପତ୍ତି ନେଲି ଖେଳାଇ ଖେଳାଇ ମାରିବି ସବୁ ଦେହ ଖିଆ ରାକ୍ଷସଙ୍କୁ।ସେଇ ଦିନଠୁ ନିଶିଗନ୍ଧା ମରିଗଲା।ଜନ୍ମ ନେଲା ନୈଶ ନିଶା।ଦେଖ ମୋ ପେଟର ଚିହ୍ନ।ଯେଉଁଦିନ କେହି ଏ ଦେହକୁ ଝୁଣେ ତାପରେ ମୁଁ ନିଜ ପେଟ କାଟେ ଛୁରୀରେ।ମୋ ପେଟରେ ଯେତିକି ଟି ଦାଗ ସେତିକି ଥର ମୁଁ ବଳତ୍କାର ହୋଇଛି କାହାର ଭୋକ ସଉକ ମେଣ୍ଟାଇବା ପାଇଁ।
Tragedy