English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନୂଆଖିଆ
30 storys
ପାର୍ବଣ
Priyadarshini Samantray · 6 min read · 179 reads
ଗାଆଁ ଜମିରୁ ନୂଆ ଚାଉଳ ଆସିଛି । ପିଲାମାନଙ୍କ ସାଙ୍ଗରେ ଏଥିର ନୂଆ ଖିଆ ହେବ । ପୂରା ପରିବାର ଗାଆଁକୁ ଯାଇ ଇଷ୍ଟଦେବୀଙ୍କ ପାଖେ ଦଶମୀପୂଜା କରିବେ । ନାତିନାତୁଣୀମାନେ ବାପାଙ୍କ ଜନ୍ମମାଟି ଦେଖିବେ ।
Tragedy
ନୂଆ କାହାଣୀ
Dillip Kumar Parida · 2 min read · 13.9K reads
ବିପ୍ଳବର ମନଟା ସୀମା ଆଉ ବାପାଙ୍କ ପ୍ରତି ବିପ୍ଳବ କରୁଥିଲେ କିନ୍ତୁ ହୃଦୟଟା ଶରୀରକୁ ଶୋଇ ଯିବାକୁ କହୁଥିଲା ସେଇ ଶେୟାରିଙ୍ଗ୍ ବେଡ୍ ଉପରେ......II
Classics
"ଦିଅଙ୍କ ଖେଚୁଡ଼ି,ରସାବଳି ଖିଆ"
Trupti Paikaray · 4 min read · 21.5K reads
"କେହି ଟିକେ ବି ବୁଝି ପାରୁନଥିଲେ ଯେ, ଦିଅଙ୍କ ପାଖରେ ଖେଚୁଡ଼ି ଆଉ ରସାବଳି ଭୋଗ କେତେଵେଳଠାରୁ ଲାଗି ସାରିଲାଣି, ଆଉ ମାଆ ଠାକୁରାଣୀ ଆସି ପ୍ରତ୍ୟକ୍ଷରେ ଆମ ଘର ବୁଲିକି ଯାଇସାରିଲେଣି"
Drama
କଲେଜ କୁଇନ
Kamal Kumar Dash · 2 min read · 7.3K reads
ଆମ ଘର ଆଡେ ଆସ ମୁଁ ଦିଲ୍ଲୀରେ ରେ ରୁହେ କହି , ଫୋନ ରଖିଲା କଳ୍ପନା |ସମୀର ଖୁସିଥିଲା ଏତେଦିନ ପରେ କଳ୍ପନା ସାଥିରେ କଥାହୋଇ |
Others
ନୂଆବର୍ଷ
Atanu Rout · 5 min read · 7.4K reads
ଖଟ ଉପରେ ଶୋଇ ଆଜିର ଦିନଟିକୁ ଅନୁଶୀଳନ କରି ଭାବୁଥିଲି ପ୍ରକୃତରେ ନୂଆବର୍ଷଟା କହିଲେ କ’ଣ ବୁଝାଯାଏ ? ଏହା ଏକ ଆନନ୍ଦର ଦିନ ନା ବିଷାଦର ଦିବସ ।
Others
ଘର
Rasmi Rekha Tripathy · 1 min read · 7.1K reads
ଘର ନୁହେଁ ତ ମୋ ପୁଅର ଅନିଶ୍ଚିତ ଭବିଷ୍ୟତର ନିଶ୍ଚିତ ସାହାରା l
Others
Loading…
Next page →