by Priyadarshini Samantray ✓ · 8 Apr 2021
ଗାଆଁ ଜମିରୁ ନୂଆ ଚାଉଳ ଆସିଛି । ପିଲାମାନଙ୍କ ସାଙ୍ଗରେ ଏଥିର ନୂଆ ଖିଆ ହେବ । ପୂରା ପରିବାର ଗାଆଁକୁ ଯାଇ ଇଷ୍ଟଦେବୀଙ୍କ ପାଖେ ଦଶମୀପୂଜା କରିବେ । ନାତିନାତୁଣୀମାନେ ବାପାଙ୍କ ଜନ୍ମମାଟି ଦେଖିବେ ।
Loading comments…
Comments
Loading comments…