Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପରଦିନ
3 storys
ଜହ୍ନମାମୁଁ -170
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.1K reads
କେହି ଏ କୂଅ ଭିତରକୁ ଯାଇ ସନ୍ଧାନ କରିବେ, ସେଭଳି ସାହସ କାହାରି ନଥିଲା । କାରଣ ସେ କୂଅରେ କିଛି ରହସ୍ୟ ଅଛି ବୋଲି ସମସ୍ତେ ଜାଣୁଥିଲେ ।
Children
ପାଷାଣର ପ୍ରତୀକ୍ଷା - ୩
ଓଡିଆ ଗଳ୍ପ · 8 min read · 7.3K reads
ହେମର ବିସ୍ମୟ ଜନ୍ମିଲା । ନିରୁପମର ଚିତ୍ତ ଯେ ଗୋଟାଏ ଅପ୍ରକାଶ୍ୟ ବେଦନାରେ ଆନ୍ଦୋଳିତ ହୋଇଛି, ଆଜି ସେ ତା’ର ଆଭାସ ପାଇଲା ।
Classics
ଶିଳ୍ପୀ {shiLpI}
Lalatendu Kabi · 3 min read · 14.4K reads
ଶିଳ୍ପୀ ଆସିଛି | ପଥଶ୍ରାନ୍ତି ହେତୁ ସେ ଅବଶ | ଯଷ୍ଟି ଉପରେ ଭରା ଦେଇ କୌଣସି ପ୍ରକାରେ ସେ ଗତି କରୁଛି | ସେହି ନବାଗତକୁ ଦେଖି କେତେଟା କୁକ୍କୁର ଭୁକି ଉଠିଲେ | ଏଇ ତ, ରାଜକୁମାରୀଙ୍କ ଉଦ୍ୟାନ | ଶିଳ୍ପୀ ଚିନ୍ତା କଲା, "ରାଜକୁମାରୀ କାହାନ୍ତି ? ଏ ବୃଦ୍ଧା କିଏ ?" ଅପେକ୍ଷା କରିବାକୁ ତା'ର ଧୈର୍ଯ୍ୟ ରହିଲା ନାହିଁ | ଶିଳ୍ପୀର ଜୀର୍ଣ୍ଣ ଅଧରରୁ ଶବ୍ଦାୟନ ହେଲା, "ବୃଦ୍ଧା ! ରାଜକୁମାରୀଙ୍କୁ ଡାକି ଦେଇ ପାରିବ ?"
Romance