English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପରୀକ୍ଷିତ
4 storys
ଭାଗବତ କଥା-୭
Narendra Prasad Behera · 2 min read · 390 reads
ବିଷ୍ଣୁଦୂତ ମାନଙ୍କର ଯୁକ୍ତି ଶୁଣି ଯମଦୂତମାନେ ଅଜାମିଳକୁ ବନ୍ଧନମୁକ୍ତ କରିଦେଇ ଫେରିଗଲେ । ଯମଦୂତମାନଙ୍କ ହାତରୁ ମୁକ୍ତି ପାଇ ଅଜାମିଳ ବିଷ୍ଣୁ ଦୂତମାନଙ୍କୁ କୃତଜ୍ଞତା ଜଣାଇଲେ । ବିଷ୍ଣଦୂତମାନେ ଚାଲିଯିବା ପରେ ଆରମ୍ଭ ହୁଏ ଅଜାମିଳର ନୂତନ ଆଧ୍ୟାତ୍ମିକ ଜୀବନ । ମନରେ ଜାତ ହୁଏ ଘୋର ଅନୁଶୋଚନା । ସେ ଭାବିବାକୁ ଲାଗିଲା ହାୟ, ମୁଁ ଏତେ ଦିନ କି ପାପ କାର୍ଯ୍ୟ ନ କରିଛି । ନିଜର ଧର୍ମପତ୍ନୀ ଓ ବୃଦ୍ଧ ପିତାମାତାଙ୍କୁ ଅସହାୟ କରିଦେଇ, ସାମାନ୍ଯ ଜଣେ ଦାସୀର ସଂସ୍ପର୍ଶରେ ଆସି ଵ୍ରାହ୍ମଣ କୁଳର ଘୋର ଅବମାନନା କରିଛି । ମୋର ଧର୍ମପତ୍ନୀକୁ ତାର ପ୍ରାପ୍ଯ ସମ୍ମାନ ନ ଦେଇ କେତେବଡ ଘୃଣ୍ଯ କାର୍ଯ୍ୟ ନ କରିଛି ?
Classics
ଧନ୍ୟବାଦ
ଓଡ଼ିଆ ଗଳ୍ପ ଓ କବିତା - ୧ · 4 min read · 306 reads
କିଛି ସମୟ ପରେ ଚା ଆସିଗଲା । ପର୍ସର ମାଲିକ ଏକ ଧଳା ଲଫାପା ଧରି ଆସିଲେ ।
Children Stories
ଧନ୍ୟବାଦ
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 411 reads
ମନିପର୍ସର କାର୍ଡରେ ଥିବା ନାମରୁ ସେ ଜାଣିପାରୁଥିଲା ସେ ଜଣେ ସମ୍ପର୍ଣ୍ଣ ଲୋକ ଏଇ ସାମାନ୍ୟ ଟଙ୍କା ତାଙ୍କପାଇଁ କିଛି ନୁହେଁ ।
Children Stories
ପରୀକ୍ଷିତ
Satyabati Swain · 4 min read · 252 reads
କାଳ ଅତ୍ୟନ୍ତ ଶକ୍ତିଶାଳୀ । ତା କବଳରୁ କାହାରି ରକ୍ଷା ନାହିଁ ।
Others