English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପରେଶବାବୁ
329 storys
କନ୍ୟା ଦିବସର ଅନୁଚିନ୍ତା
Padmalaya Padhy · 3 min read · 186 reads
ଆଉ ଏକ ଗୋପନୀୟ ଇଚ୍ଛା ମଧ୍ୟ ଥିଲା ଯାହା ସେ ଝିଅକୁ ଶେଷ ପର୍ଯ୍ୟନ୍ତ କହି ପାରି ନଥିଲେ l ସେ ଚାହୁଁ ଥିଲେ ଝିଅ ପାଖରେ କେତେ ଦିନ ରହି ଯିବେ l
Tragedy
ଝିଅଟିଏ ଅତି ଆପଣାର
Nityananda Nandi · 5 min read · 7 reads
ଅଙ୍କଲ ଆସିବା ମାତ୍ରେ ଔଷଧ ବଢେଇ ଦେଇ କହିଲା, "ଅଙ୍କଲ ପ୍ରତିଦିନ ଔଷଧ ଖାଇବ ନା.. ଆପାତତ୍ ମୁଁ ଫେରି ଆସିବା ପର୍ଯ୍ୟନ୍ତ !
Classics
ପ୍ରେମର ସ୍ପର୍ଶ
Prasanta kumar Hota · 10 min read · 367 reads
ଇଛା ତ ସମସ୍ତଙ୍କ ପାଖରେ ବଳବତ୍ତର ହେଇ ଅଛି । କିନ୍ତୁ ମଣିଷର କାମନା ଓ ବାସନା ହେଉଛନ୍ତି ଦୁଷ୍ଟ ଦାନବ ପରି ।
Tragedy
ହେଲମେଟ୍
Purna chandra Rana · 2 min read · 731 reads
ଗାଡ଼ି ଠିକ୍ ହେବା ପରେ ପରେଶ୍ ପୁଣି ଘର ଅଭିମୁଖେ ଆସିବା ସମୟରେ ପରେଶଙ୍କ ଗାଡ଼ିକୁ ହଠାତ୍ ଏକ ବଡ଼ ଗାଡ଼ି ଧକ୍କା ଦେଲା ଏବଂ ଗାଡ଼ି ପଲଟି ଗଲା l ତତ୍କ୍ଷଣାତ୍ ରାସ୍ତା ଉପରେ ଢେର୍ ସାରା ଜମାଟ ହୋଇଗଲା l ରାଜ ରାସ୍ତାରେ ଲୋକ ସିନା ଜମା ହୋଇଗଲେ କିନ୍ତୁ ପରେଶ ଓ ମମତାଙ୍କ ଜୀବନ କେହି ବଞ୍ଚାଇ ପାରିଲେନି l
Tragedy
ପ୍ରେମର ସ୍ପର୍ଶ
Prasanta kumar Hota · 9 min read · 615 reads
ପରିମଳର ଗାଁ ପାଖରେ ହେଇ ମଧ୍ୟ ଏପର୍ଯ୍ୟନ୍ତ ଯାଇ ନଥିଲା। ଦିନେ ତା କକେଇ ଆସି ପହଞ୍ଚି ଗଲେ ନେବା ପାଇଁ । ପରେ ଯିବ ବୋଲି କହିବାକୁ ଭାବୁଛି କକେଇ...
Tragedy
ପ୍ରେମର ସ୍ପର୍ଶ
Prasanta kumar Hota · 9 min read · 7K reads
ପରେଶର ଆସିବା ବାଟକୁ ଅନେଇ ଅନେଇ ଗାଁ ବାହାର ପର୍ଯ୍ୟନ୍ତ ପଳାଇ ଆସିଥାଏ ପରିମଳ। ଏତିକିବେଳେ ପରେଶର ପାଟିରେ ପରିମଳର ଅନ୍ୟମନସ୍କତା ଭାଙ୍ଗି ଗଲା।
Drama
Loading…
Next page →