English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପାଗଳୀବୁଢୀ
63 storys
ଶୀତ ରାତି ଓ ପାଗଳୀ ବୁଢ଼ୀ
Prasant Kumar Nath · 3 min read · 14.3K reads
ଭାବିଲି ସେହି ପାଗିଳୀଟି ନିଶ୍ଚୟ ଗୋଟେ ମା’ ହେଇଥିବ...
Inspirational
ଦହନର ଅନ୍ୟ ନାଁ
ଓଡ଼ିଆ ଗଳ୍ପ ଓ କବିତା - ୨ · 9 min read · 7.4K reads
ଅଭି ନିଜେ ନିଜକୁ ମନେ କରେ ଦହନର ଗୋଟିଏ ଅନ୍ୟ ନାଁ ଭାବରେ ଯାହା ବର୍ଣ୍ଣିତ ନୁହେଁ ଏ ଦୁନିଆଁର କୌଣସି ଶବ୍ଦକୋଷରେ ।
Classics
ଜହ୍ନମାମୁଁ -186
ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.7K reads
ଗୌରୀ କହିଲା “କଥା କ’ଣ କି, ମୋ ସ୍ୱାମୀ ସୁନାମୋହର ଭରା କଳସ ପାଇଛନ୍ତି ଅଥଚ ସେ ମୋ ପାଇଁ ଶାଢୀ ଅଳଙ୍କାର କିଣି ଦେଉ ନାହାଁନ୍ତି – କିନ୍ତୁ ତମେ .....
Children
ପାଗଳୀ
Manash ranjan Pattanayak · 7 min read · 607 reads
ଡାକ୍ତର ଆସିଲେ। ଦେଖନ୍ତୁ ସାର୍ ପାଗଳୀ ଯିବାକୁ ଉଦ୍ୟତ ହେଉଛି। ତାକୁ ଇଂଜେକ୍ସନ ଫୋଡିଲେ।
Inspirational
ଅଦେଖା ଲୁହ
shibaram dalai · 4 min read · 590 reads
କୌଣସି ନା କୌଣସି କଥାରେ ଜିଦ ଧରିବସେ ମୁଁ ,କେବେ ଆଇସକ୍ରିମ ତ କେବେ ଗୁପଚୁପ ଆଉ କେତେବେଳେ ଦହିବରା ମିଠା ଅନ୍ୟ କିଛି ।ମୋର ସବୁ ଆଶା ପୁରଣ କରନ୍ତି ମୋ ବାପା ବୋଉ ମନରେ ଦୁଃଖ ବା ଅସନ୍ତୋଷ ନ କରି ।
Others
ହାପି ଏଣ୍ଡିଙ୍ଗ୍
Subrat Kumar Muduli · 1 min read · 7.3K reads
ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ? ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ । ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି । ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ । ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।
Others
Loading…
Next page →