Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପାଦଚଲା
22 storys
ଶେଷ ଶଯ୍ୟା
Arundhati Jena · 2 min read · 223 reads
ମଶାଣୀକୁ ପଡ଼ିଥିବା ସେଇ ପାଦ ଚଲା ରାସ୍ତାରେ କାନ୍ଧ ଦେଇଥିଲେ ହାତଗଣତି ସମ୍ପର୍କୀୟ କେଇ ଜଣ କୋକେଇକୁ । ରାମ୍ ନାମ୍ ସତ୍ୟ ହେ,ହରି ନାମ୍ ସତ୍ୟ ହେର ସେ ସ୍ୱର ଧିରେ ଧିରେ ପବନରେ ମିଶି ଯାଉଥିଲା ।
Others
ବୁଦ୍ଧିଆ କୁଆ
ABADHOOT PANDA · 2 min read · 152 reads
ଗୋଟିଏ ପାଦ ଚଲା ବଣୁଆ ରାସ୍ତା l ପୁଣି ଗାଆଁ ପାଖ l ଶିକାରୀଙ୍କ ଘର ସେଇ ଗାଆଁରେ l ତେଣୁ ନିଜ ଗାଆଁବାଲାଙ୍କୁ ବିପଦରୁ ବଞ୍ଚେଇବା ସକାଶେ ସେ ବାଧ୍ୟ ହୋଇ ଭାଲୁ ଓ ଚିତା ବାଘ ଉପରେ ଗୁଳି ଚଳାଇ ଦେଇ ସେମାନଙ୍କୁ ମାରିଦେଲେ l
Others
ଚଲା ରାସ୍ତାର ଚରିତ୍ର
Hrusikesh Panda · 6 min read · 13.9K reads
ଲୋକମାନେ ଆଖିରେ ହାତ ଦେଲେ । ଓଃ ! କି କୁତ୍ସିତ, କଦାକାର, ବୀଭତ୍ସ ପାଗିଳୀଟା ! ଦେହରେ ସର୍ବଶେଷ କନାଖଣ୍ଡିକ ବି ରଖିଲାନି ?
Others
ହାଫ୍ ସାଇକେଲ
Jyotiranjan Sahu · 4 min read · 406 reads
ମନେପଡିଯାଉଥିଲା ଅତୀତର ସେ ସମୟ ସବୁକୁ ଯାହାକୁ ସ୍ବପ୍ନରେରେ ପୁଣିଥରେ ଫେରିପାଇଥିଲା ସିଏ । ମନେପଡୁଥିଲା....
Children Stories
ମାୟାବିନୀ
Saswat Routroy · 6 min read · 659 reads
ଶୀଘ୍ର ରୋଷେଇ ସାରି ଯୁବତୀ ପିତଳ ଥାଳି ଆଉ ତାଟିଆରେ ବାପି ପାଇଁ ଖାଇବା ବାଢ଼ିଲା। ତା ଥାଳି କାଇଁ ପଚାରିଲାରୁ ସେ କହିଲା ସେ ଆଗରୁ ଖାଇସାରିଛି।
Fantasy
ଟେଡି
Satyabati Swain · 3 min read · 247 reads
ଟେଡି
Tragedy
Loading…
Next page →