by ABADHOOT PANDA ✓ · 22 Jun 2021
ଗୋଟିଏ ପାଦ ଚଲା ବଣୁଆ ରାସ୍ତା l ପୁଣି ଗାଆଁ ପାଖ l ଶିକାରୀଙ୍କ ଘର ସେଇ ଗାଆଁରେ l ତେଣୁ ନିଜ ଗାଆଁବାଲାଙ୍କୁ ବିପଦରୁ ବଞ୍ଚେଇବା ସକାଶେ ସେ ବାଧ୍ୟ ହୋଇ ଭାଲୁ ଓ ଚିତା ବାଘ ଉପରେ ଗୁଳି ଚଳାଇ ଦେଇ ସେମାନଙ୍କୁ ମାରିଦେଲେ l
Loading comments…
Loading comments…