Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପାପା
6 storys
ପହିଲି ସୂର୍ଯ୍ୟୋଦୟ
satyam mishra · 5 min read · 333 reads
ସୂର୍ଯ୍ୟ ଆସିବ ପରଠୁ ଏମିତି ହେଉଛି। ମାମା କହଉଥିଲା ସୂର୍ଯ୍ୟ ଆସିବା ପର ଠୁ ସବୁ ଭଲ ହୁଏ।
Tragedy
ସୁରକ୍ଷା
Satyajit Samal · 1 min read · 7.1K reads
କିନ୍ତୁ ମୋର ନଜର ମୋ ଝିଅ ଆଡେ ଥିଲା । ଭାବିଲି କି ପଇସା ଦେଇ ଏ ସୁରକ୍ଷା ତ କରିହେବ କିନ୍ତୁ ସେ ସୁରକ୍ଷା କିଏ ଦେବ ?
Others
ସ୍କାଏ ଇଜ ଦି ଲିମିଟ୍
Arati Sahoo · 4 min read · 459 reads
ପଶ୍ଚାତାପର ଅଗ୍ନିରେ ମୁଁ ମଧ୍ୟ ହୁଏ ସନ୍ତାପିତ । ତୁହାଇ ତୁହାଇ କାନରେ ବାଜୁଥାଏ - ପାପା , ଜାଣିରଖ , ସ୍କାଏ ଇଜ ଦି ଲିମିଟ୍ .
Abstract
ତୋ ପରି ଆଉ କେ ନାହିଁ
Parameswar Ojha · 8 min read · 627 reads
ଡଷ୍ଟବିନରେ ଧଳା କପଡାରେ ଗୁଡା ହୋଇ ପଡ଼ିଛି କଅଁଳ ଛୁଆ ଟିଏ । ଆଉ ଧୈର୍ଯ୍ୟ ଧରି ପାରିଲିନି ନେଇ ଆସିଲି ସାଙ୍ଗରେ ।
Tragedy
ତମେ ଅଛ
Parameswar Ojha · 4 min read · 261 reads
ଏଇ ଜାଣିଛ ବାପା ନାଁ ତମ କଥା ମନେ ପକାଇ ବେଳେ ବେଳେ ଛୋଟ ଛୁଆ ପରି କାନ୍ଦୁଛନ୍ତି । ଯେତେ ବୁଝାବୁଝି କରି ମନେଇଲେ ବି ଜମା ବୁଝୁ ନାହାନ୍ତି ଅଖିଆ ଅପିଆ ସେମିତି ଶୋଇ ଯାଉଛନ୍ତି ରାତି ରାତି ।
Tragedy
ଦୃଶ୍ୟାନ୍ତର
Soumya Shubhadarshinee · 5 min read · 230 reads
ମମି ବି ଆଶ୍ଚର୍ଯ୍ୟ ଚକିତ , ହେ ପ୍ରଭୁ ବଢ଼ନ୍ତା ଝିଅର ଏକି କାଣ୍ଡ। କେମିତି ଏ ଚିନ୍ତାଧାରା ଆସିଲା। ହଉ ଆଜିକାଲିର ନୂଆ ଫ୍ୟାସନ୍ ଠିକ ଅଛି, ଟ୍ରେଣ୍ଡ୍ ଚାଲିଛି କିନ୍ତୁ ତା ବୋଲି ଏମିତି ବିଚିତ୍ର ! ଆଉ କଣ କିଛି ଭିନ୍ନ କଳାକୃତି ନଥିଲା ଏଇ ଯେମିତି ତାରାଫୁଲ କି କୋମଳ ହୃଦୟ ଚିତ୍ର, ନହେଲେ ଉଡ଼ନ୍ତା କୁନି ପ୍ରଜାପତି, ବା ସୁନ୍ଦର ଅକ୍ଷରରେ କିଛି ଶ୍ଳୋକ । ଏମିତି ଅନେକ ଦୃଶ୍ୟମଧୁର ବିକଳ୍ପ ଥାଉ ଥାଉ ଝିଅଟା ଏ କ'ଣ କରିଛି!
Others