Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପିଆଜ
6 storys
ପିଆଜ
Trupti Paikaray · 4 min read · 14.6K reads
ହେଲେ ଏବେ କାନ୍ଦିବା ପୂର୍ବରୁ ମୁଁ ରୋଷେଇ ଘରକୁ ଯାଇ ପିଆଜ କାଟେ, ଆଉ ସେଇ ବାହାନାରେ କାନ୍ଦେ ମନଭରି । ସେତେବେଳେ ଇଏ କିଛି ପ୍ରଶ୍ନ ପଚାରନ୍ତିନି, ଆଉ ପଚାରିଲେ କହିଦିଏ, "ତୁମକୁ କ'ଣ ଦେଖାଯାଉନି କି ? ମୁଁ ପରା ପିଆଜ କାଟୁଚି ରୋଷେଇ କରିବାକୁ । ହେଲେ ଏ ପିଆଜଗୁଡ଼ା ଏତେ ରାଗ ଯେ, ମୋ ଆଖି ପୋଡ଼ୁଚି ବହୁତ ଜୋରରେ, ଆଉ ଲୁହ ବାହାରି ଆସୁଛି ।'' ଇଏ ଭାବନ୍ତି ଯାହାହେଉ ମୋ ସ୍ତ୍ରୀ ରୋଷେଇ କରୁଛି, ହେଲେ ମୁଁ ଜାଣିଚି ଯେ ଏ ପିଆଜ ଦେଇ ମୋ ଲୁହଗୁଡ଼ା ବାହାରିଯାଏ ଅନ୍ତତଃ ।
Inspirational
କରୋନl ୨୦୨୦
Madhabi Patel · 2 min read · 231 reads
କରୋନl ୨୦୨୦
Inspirational
ଅବୁଝା କଥା
Seetaram Dash · 1 min read · 539 reads
"ରୋଜି ଯଦି ମୋ ପାଟିରୁ ଶୁଣିବ ତରକାରି ଭଲ ହୋଇଛି, ସବୁତକ ମୋ ଥାଳିରେ ଢାଳି ପିଆଜ ଲୁଣ ଲଗେଇ ଖାଇବ"।
Others
ଅନ୍ୟ ଏକ ଗୌତମ
Rasmi Rekha Tripathy · 1 min read · 14.6K reads
ମୁଁ ମନେ ମନେ ଭାବିଲି ଦିନେଶର ନାମ ଗୌତମ୍ ହୋଇଥିଲେ ଭଲ ହୋଇଥାନ୍ତା ...
Inspirational
*** ଜଳଖିଆ ***
Sivaram Thakur · 2 min read · 7 reads
ସୋୟାବିନ ବଡି ବି ମାଂସ ସ୍ଵାଦ ଦିଏ ଏଇଟା ତ ଶ୍ରୀମତୀଙ୍କ ହାତର କମାଲ
Others
ବଡ଼ ମାଆ
Prasanta Pradhan · 2 min read · 221 reads
ମାମା ତୁମେ ଯେଉଁଠି ଥାଅ ନା ଭଲରେ ଥାଅ ।ମାମା ତୁମ ସ୍ନେହ ଓ ଭଲପାଇବା ସାରା ଜୀବନ ଆମେ ଭୁଲି ପାରିବୁନି।
Others