Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପେଟ
23 storys
ଜ୍ୱାଳା
Satyabati Swain · 4 min read · 517 reads
'ଭୋକ'ର 'ଜ୍ୱାଳା' ଏତେ କରୁଣ,ଏପରି ଅସହ୍ୟ ତାହା ଅଙ୍ଗେ ଲିଭାଇଲା ପରେ ମୁଁ ବୁଝି ଯାଇଥିଲି ପେଟ ଗୋଟେ ଚଣ୍ଡାଳ।
Tragedy
ଅଣୁଗଳ୍ପ ମକୁ
ଓଡିଆ ଗଳ୍ପ · 1 min read · 7.2K reads
ସେଦିନ କାଚ ଗ୍ଲାସଟିଏ ଭାଙ୍ଗି ଦେଲା ବୋଲି ମାଲିକ ତାକୁ କାଠ ଫାଳିଆରେ ନିସ୍ତୁକ ପିଟିଗଲା । ସେଇ ସମୟରେ ତା’ ବାପା ପହଞ୍ଚିଗଲେ ।
Classics
ପେଟ ଓ ଶରୀର
ଓଡିଆ ଶିଶୁ ଗପ · 1 min read · 7.3K reads
ସେମାନେ ଏବେ ବୁଝିଲେ ଯେ ସମସ୍ତ ଶରୀରର ସବୁ ଅଂଶର କିଛି ନା କିଛି କାମଥାଏ । ସେମାନେ କୌଣସି ଅଂଶକୁ ମୂଲ୍ୟବାନ ବୋଲି ଭାବିବା ଆଦୌ ଠିକ୍ ହେବ ନାହିଁ ।
Children
ଭୟ
Kalpana Kumari Pradhan · 3 min read · 366 reads
ଭୟ
Horror
ମିଛୁଆ ମେଣ୍ଡା
K PITABASH PRADHAN · 1 min read · 204 reads
ମିଛୁଆ ମେଣ୍ଡା
Children Stories
ମା' ମନ
Sucharita Parida · 1 min read · 297 reads
ଏହା ପରେ ଦୁଇ ତିନି ଦିନ ଟିକିଏ ଶାନ୍ତିରେ କଟିଛି କି ନାହିଁ, ଆରମ୍ଭ ହେଲା ଝିଅର ଦେହ ଖରାପ । ସୁକାନ୍ତୀଙ୍କର ସାନ ଝିଅ କଲେଜରେ ପଢେ । ଛୁଟି ହେଲା ମାତ୍ରେ ସୁକାନ୍ତୀ ତାକୁ ହଷ୍ଟେଲରୁ ଘରକୁ ଆସିବାକୁ ଜିଦ୍ କରନ୍ତି । ସେଦିନ ସକାଳୁ ଠୁ ତାର ପେଟ କାଟୁଛି । ଯେତେ ପ୍ରକାର ଘରୋଇ ଉପଚାର ଜଣା ତାଙ୍କୁ ସେ ସବୁ ପ୍ରୟୋଗ କରି ସାରିଲେଣି । ମାତ୍ର ଝିଅର ପେଟ କଟା ବନ୍ଦ ହେଉନି । ଛୁଟି ତ ଅଛି,ବାହାରେ କିଛି ଖାଇ ବାର ପ୍ରଶ୍ନ ନାହିଁ,ତେବେ ଏମିତି କାହିଁକି ହେଲା ଭାବି ଭାବି ମନେ ମନେ ଭାରି ବ୍ୟସ୍ତ ହେଉ ଥାନ୍ତି ସେ । ସନ୍ଧ୍ଯା ହେବାରୁ ପଡିଶା ଘର ମାଉସୀଙ୍କୁ ଡକାଇ ମା' ଯାହା କହିଲେ, ଝିଅ ଶୁଣି ଆଶ୍ଚର୍ଯ୍ୟ । ମା' ତାର ଜଣେ ଶିକ୍ଷୟତ୍ରୀ । କୌଣସି ଅନ୍ଧ ବିଶ୍ବାସ ମାନନ୍ତି ନାହିଁ କି ଝିଅକୁ ମଧ୍ଯ ମାନିବା ପାଇଁ କୁହନ୍ତି ନାହିଁ । ମାତ୍ର ଆଜି ଝିଅର କଷ୍ଟ ନ ଦେଖି ପାରି ମାଉସୀଙ୍କୁ କହିଲେ ମୋ ଝିଅ ଖାଇବାରେ କିଏ ଦୃଷ୍ଟି ଦେଇ ଦେଇଛି ବୋଧେ, କାହାକୁ ଟିକିଏ ଲୁଣ ମନ୍ତୁରାଇ ଆଣ । ଏସବୁ କଥା ଶୁଣିବା ପରେ ଝିଅ ଭାବୁଥାଏ, ଯେତେହେଲେ ମା' ମନ ।
Others
Loading…
Next page →