Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପ୍ରକାଶ
26 storys
ମାନବିକତା
ସ୍ମିତା ତ୍ରିପାଠୀ · 5 min read · 14.7K reads
ସେବେ ମୋତେ ମୋ ଭୁଲ ବାଛୁଥିବା ସହକର୍ମୀ କହିଥିଲା ମାଡମ ଆପଣ ଙ୍କ ଭିତରେ ଥିବା ଏଇମିତି କିଛି ଗୁଣ ଯୋଗୁ ମୁ ଛାଡି ପାରେନି ଏତେ ରାଗ ରୁଷା ପରେ..
Inspirational
ରଙ୍ଗୋତ୍ସବ
ABADHOOT PANDA · 1 min read · 155 reads
ରଙ୍ଗୋତ୍ସବ
Others
ପୁଅ ପାଇଁ ଗୀଟାର୍
Deepak Sarangi · 6 min read · 7.5K reads
ଚାରିପଟକୁ ନଜର ବୁଲେଇ ଦେଖେ ତ ମୁଁ କାଳୀ ମନ୍ଦିର ମଶାଣି ପାଖରେ ଛିଡା ହୋଇଛି । ରାସ୍ତାର ବାମ ପଟେ ମଶାଣି ଆଉ ଡାହାଣ ପାଖେ କାଳୀ ମନ୍ଦିର ।
Horror
ଘର
Priyadarshini Mishra · 2 min read · 299 reads
ସିପ୍ରା ତାଙ୍କୁ ବସିବାକୁ କହି ତାଙ୍କ ପାଇଁ କଫି କପଟିଏ ନେଇ ଆସିଲା । ପ୍ରକାଶ ଆତୁରତାର ସହ ସିପ୍ରାର ଉତ୍ତର ଜାଣିବାକୁ ଚାହିଁଲେ । ସିପ୍ରା ଘର ଭିତରୁ ନିଜ ବାପା ମାଙ୍କୁ ଆଣି ପରିଚୟ କରାଇଦେଲା । ତାପରେ ଷ୍ଟଡ଼ି ରୁମକୁ ଯାଇ ନିଜ ପାଞ୍ଚ ବର୍ଷର ଝିଅକୁ ଆଣି ପ୍ରକାଶଙ୍କ ସହ ପରିଚିତ କରାଇଦେଲା ।
Abstract
ଗଙ୍ଗଶିଉଳି
Monalisa priyadarsini Nanda · 4 min read · 751 reads
ଜମିଦାରଙ୍କର ବଡ ପୁଅ ଘୋଡା ମଦୁଆ । ସେ ଦୁଇ ଥର ବିବାହ କରି ନିଜ ସ୍ତ୍ରୀ ମାନଙ୍କୁ ହତ୍ୟା କରିଛି। ସେ ଗୋଟେ ରାକ୍ଷସ ଓ ପଶୁ ଅଟେ।
Others
ପ୍ରେମ ଫଲ୍ଗୁ
Prakash Sahoo · 4 min read · 7.3K reads
ବୋଧହୁଏ ମୋ ମୁହଁରୁ ଏପରି ଏ କଥା ଶୁଣିବ ବୋଲି ଆଶା କରିନଥିଲା ବିଚାରି। ଅସ୍ଥିରତା ବଶତଃ କଣ କହିବ କିଛି ଠିକ ନ କରି ପାରି ତଳକୁ ମୁହଁ ପୋତି ଦେଲା।
Tragedy
Loading…
Next page →