by Priyadarshini Mishra ✓ · 2 Jun 2019
ସିପ୍ରା ତାଙ୍କୁ ବସିବାକୁ କହି ତାଙ୍କ ପାଇଁ କଫି କପଟିଏ ନେଇ ଆସିଲା । ପ୍ରକାଶ ଆତୁରତାର ସହ ସିପ୍ରାର ଉତ୍ତର ଜାଣିବାକୁ ଚାହିଁଲେ । ସିପ୍ରା ଘର ଭିତରୁ ନିଜ ବାପା ମାଙ୍କୁ ଆଣି ପରିଚୟ କରାଇଦେଲା । ତାପରେ ଷ୍ଟଡ଼ି ରୁମକୁ ଯାଇ ନିଜ ପାଞ୍ଚ ବର୍ଷର ଝିଅକୁ ଆଣି ପ୍ରକାଶଙ୍କ ସହ ପରିଚିତ କରାଇଦେଲା ।
Loading comments…
Loading comments…